Breaking

‘ଡ୍ରାଏ ଡେ’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେପାଳନ କରିବାକୁ କଡ଼ାକଡ଼ ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ଏହି ଅବଧିରେ ବୁଥ୍ ନିକଟ ୭ରୁ ୧୦ କି.ମି.ଭିତରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହିବ।…
Read More...

ଆଜି ପବିତ୍ର ରାମ ନବମୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଆଜି ପବିତ୍ର ରାମନବମୀ । ରାମମୟ ଗାଁ ଠାରୁଁ ସହର । ଶ୍ରୀମନ୍ଦିରରେ ଆଜି ରାମ ନବମୀ ନୀତି । ସେଥିପାଇଁ ଠାକୁରଙ୍କ ସାଧାରଣ ଦର୍ଶନ ୪ ଘଂଟା ବନ୍ଦ ରହିବ । ରାମ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…
Read More...

ରାଜଧାନୀ @ ୭୨

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ୭୨ ବର୍ଷରେ ରାଜଧାନୀ ଭୂବନେଶ୍ବର। ୧୯୪୮ ମସିହା ଏପ୍ରେଲ୍ ୧୩ ତାରିଖରେ ସ୍ବାଧିନ ଓଡିଶାର ରାଜଧାନୀ ରୂପେ ମାନ୍ୟତା ପାଇଲା ଭୂବନେଶ୍ବର। ପ୍ରଗତୀ ସହ ପାଦ ମିଶାଇ ଦ୍ରୁତ ଅଗ୍ରଗତି କରିଚାଲିଛି ଭୂବନେଶ୍ବର । ଦେଶର ନଂ ୧ ସ୍ମାର୍ଟ ସିଟିର ମାନ୍ୟତା ପାଇଛି…
Read More...

ମତ ସାବ୍ୟସ୍ତ କରୁଛନ୍ତି ଜନତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି।ଜନତା କରୁଛନ୍ତି ନେତାଙ୍କ ଭାଗ୍ୟ ନିର୍ଧାରଣ। ଅପରାହ୍ନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବାବେଳେ ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ମୋହନାରେ ୫୪ ପ୍ରତିଶତ ମତଦାନ…
Read More...

ଆଜି ମହାସପ୍ତମୀ, ଚକ୍ଷୁ ଦାନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ବାସନ୍ତୀ ଦୁର୍ଗା

ଯାଜପୁର: ଆଜି ବାସନ୍ତୀ ପିଠେ ମହାସପ୍ତମୀ। ମାଆଙ୍କର ଚକ୍ଷୁଦାନ ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗତଜନନୀ ମାଆ ବାସନ୍ତୀ ଦୁର୍ଗା। ତା’ସହ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ଦୁର୍ଗାପୂଜା ନୀତି।ଗତକାଲି ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା। ଧୂପ, ଦୀପ,…
Read More...

କଳିଙ୍ଗ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର: ଉତ୍ତମ ଚିକିତ୍ସା ଯୋଗାଇ ଦେଉଥିବା ଦର୍ଶାଇ ପ୍ରେସ୍ ମିଟ୍ କରି ବାଃବାଃ ବାଜା ବଜାଉଥିବା କଳିଙ୍ଗ ହସ୍ପିଟାଲର ଗୁମର ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ରୋଗି ମୃତ ଘଟଣାକୁ ଚପାଇ ଦେବାପାଇଁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକଙ୍କୁ ହସ୍ପିଟାଲ୍ ସିଏମଓ…
Read More...

ଦିଗପହଣ୍ଡି ଏନଏସିରେ ବିଜେଡିର ବିଶାଳ ରୋଡ୍ ଶୋ

ଦିଗପହଣ୍ଡି:ଦିଗପହଣ୍ଡି ସହରରେ ଦିଗପହଣ୍ଡି ବ୍ଳକ ଏବଂ ଏନଏସି ବିଜେଡିର ବିଶାଳ ରୋଡ୍ ଶୋ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁକ୍ତେଶ୍ୱର ଶୈବ ପୀଠ ପରିସରରେ ସମସ୍ତ ବିଜେଡି କର୍ମୀ ଏକତ୍ରିତ ହୋଇଥିଲେ । ପରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରୋଡ୍ ଶୋରେ ଦଳୀୟ କର୍ମୀ…
Read More...

ଚାମୁଣ୍ଡାଦେବୀ ମନ୍ଦିରରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ଦିଗପହଣ୍ଡି : ଦିଗପହଣ୍ଡି ସହର ଉକଣ୍ଠ ଚାଙ୍ଗୁଡିଦେଇ ପାହାଡ ପର୍ବତ ମାଳାରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ଶକ୍ତି ପୀଠରେ ଗତ ୧ ତାରିଖରୁ ଆରମ୍ଭ ହୋଇଯାଇଥିବା ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିଛି । ଗମନାଗମନର ସୁବନ୍ଦୋବସ୍ତ ରହିଥିବା ପାହାଡ ଉପରେ ଏହି ମନ୍ଦିରରେ…
Read More...

ପରପାରିରେ ବାସୁଦେବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା କାରଣରୁ କଟକର ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ନିଧନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ…
Read More...