ଭୂବନେଶ୍ବର:ନିଜ ସ୍ବଛ ଭାବମୂର୍ତିକୁ ନେଇ ସବୁବେଳେ ଚର୍ଚାରେ ଥିବା ନବୀନ କରିଛନ୍ତି ରାଜନିତିକ ଗୋଟିଚାଳନା । ନବୀନ ନିଜ ନିର୍ବାଚନ ଆସନ ବଦଳାଇବା ନେଇ ଇଙ୍ଗିତ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ ।ତେବେ ଲଢିବା ନେଇ କିଛି ସ୍ପଷ୍ଟ ହୋଇ ନାହି। ରାଜନିତିରେ ପାଦ ଦେବା ଦିନଠାରୁ ନବୀନ ଗଞ୍ଜାମର ହିଞୀଳି ଆସନରୁ ପ୍ରତିଦ୍ବନ୍ଦିତା କରି ଅପ୍ରତିଦ୍ବନ୍ଦି ଭାବେ ଲଗାତାର ୪ ଥର ଆସନ ଅକ୍ତିଆର କରିଛନ୍ତି। କୋଷଳ ରାଜ୍ୟ ପାଇ ସବୁବେଳେ ଚର୍ଚାରେ ରହିଆସୁଥିବା ପଶ୍ଚିମ ଓଡ଼ିଶା ଶାସକ ଓ ବିରୋଧୀଙ୍କ ସ୍କାନରରେ ରଖିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ନଶ୍ଚିତ ରୂପେ ଅନ୍ୟ ରାଜନିତିକ ଦଳ ପାଇ ଏକ ଚ୍ୟାଲେଞ ହେବ । ଖୋଦ୍ ବିଜେଡିର ସଭାପତିଙ୍କୁ ଏଠାରୁ ଲଢ଼ିବାକୁ ଅନୁରୋଧ କରିଛନ୍ତି ପଶ୍ଚିମଓଡ଼ିଶାବାସୀ । ତେବେ ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ ବିରୋଧୀ ଦଳରୁ ମଧ୍ୟ ନବୀନଙ୍କୁ ପ୍ରତିଦ୍ୱନ୍ଦୀତା କରିବାକୁ ହେଲେ ସେହିପରି ଜଣେ ସମକକ୍ଷ ପ୍ରତିଦ୍ବନ୍ଦିକୁ ମଇଦାନକୁ ଆଣିବାକୁ ପଡିବ।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ