ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଆରମ୍ଭ ହେବ ଜାନୁୟାରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଉତ୍ସବ । ଓଡ଼ିଶାର ଲୋକ ମାନଙ୍କ ନିକଟରେ ମୟୁରଭଞ୍ଜ ର ସସ୍କୃତି କୁ ପ୍ରଚାର ଓ ପ୍ରସାର କରିବା ସହ ମୟୁରଭଞ୍ଜ ର ପ୍ରତିଭା ମାନଙ୍କୁ ରାଜଧାନୀ ରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା ଏହାର ମୂଳ ଉଦେଶ୍ୟ। ଏହି କାର୍ଯ୍ୟକ୍ରମ ରେ ତିନିଟି ଚିତା କର୍ଷକ ଅଂଶ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ , କ୍ରାଫ୍ଟ ମେଳା ଓ ବ୍ୟଞ୍ଜନ। ଏହି ସାମ୍ବାଦିକ ସମିଳନୀ ରେ ଯୋଗ ଦେଇଥିଲେ ଉତ୍ତମ ମହାନ୍ତି, ଅଜିତ ଦାସ, ଗୋକୁଳ ଦାସ, ପ୍ରଫୁଲ୍ଲ ମହାନ୍ତି, ଅଶୋକ ପଣ୍ଡା, ଚିନ୍ମୟଦାସ ପଟ୍ଟନାୟକ ।
Breaking
ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍”ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବReliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”