ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଏକ ମାସ ଧରି ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମ କୁ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ,ଭୁବନେଶ୍ୱର ଜିଲ୍ଲା ସାଂଙ୍ଗଠନିକ ଉପସଭାପତି ଶ୍ରୀଯୁକ୍ତ ମିହିର କୁମାର ରାଉତ(ପପୁ)ଙ୍କ ନେତୃତ୍ୱରେ ଆଜି ୱାର୍ଡ ନଂ-୧ ପ୍ରଶାନ୍ତି ବିହାର ଏବଂ ୱାର୍ଡ ନଂ-୨ ଶିଖର ଚଣ୍ଡୀ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ-୨ ର ପୂର୍ବତନ କର୍ପୋରେଟର ହରିଷ ମୁର୍ମୁ, ୱାର୍ଡ ନଂ-୧ ର ୱାର୍ଡ ସଭାପତି ଦୀପ୍ତ ସୁନ୍ଦର ସ୍ୱାଇଁ, ୱାର୍ଡ ନଂ-୨ ର ୱାର୍ଡ ସଭାପତି ରାଜେଶ ବିଶୋଇ, ୱାର୍ଡ ନଂ-୩ ର ୱାର୍ଡ ସଭାପତି ହିମାଂଶୁ ଶେଖର ଦାସ, ଭୁବନେଶ୍ୱର ଉତ୍ତର ଉପସଭାପତି ଏନ. ନରେଶ ରାଓ,ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସଂପାଦକ ପ୍ରସନ୍ନ କୁମାର ସାହୁ, ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ମନୋଜ ସାହୁ,ସମାଜସେବୀ କଂଜେଷ୍ଟର ଜେନା,

ସମାଜସେବୀ କାଳିଚରଣ ସିଂ, ସମାଜସେବୀ ଅଶୋକ କୁମାର ବେହେରା,ସମାଜସେବୀ ମାନସ କୁମାର ଦାସ ଓ ଦି କ୍ଲବର ସଭ୍ୟମାନେ, ଗଣେଷ କ୍ଲବର ସଭ୍ୟମାନେ, ଓଁମ ସାଇ କ୍ଲବର ସଭ୍ୟମାନେ ଓ ୱାର୍ଡ-୧ ଓ ୱାର୍ଡ-୨ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବହୁ ଦଳୀୟ କାର୍ମୀ ମାନେ ଉପସ୍ଥିତ ରହି ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା ।

Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment