ଭୁବନେଶ୍ବର: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଛକରେ ଠାରେ ଡିଭା ୟୁନିସେକ୍ସ ସେଲୁନ ଓ ଫିଟନେସ ଷ୍ଟୁଡିଓ ଉଦଘାଟିତ ହୋଇଯାଇଛି । ଏହାକୁ ଓଲିଉଡ୍ ଅଭିନେତ୍ରୀ ପୁନମ ମିଶ୍ର ଉଦଘାଟନ କରି ସେଲୁନକୁ ବେଶ୍ ପ୍ରଶଂସା କରିଥିଲେ। ଏହି ସେଲୁନ ରେ ମହିଳା ଓ ପୁରୁଷ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଶରୀରକୁ ମେକଅପ ଦେବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଠାରେ ଶରୀର ରେ ଟାଟୁ , ବ୍ରାଇଡାଲ୍ ମେକଅପ , ହେୟାର ଡିଜାଇନ ସହିତ ଷ୍ଟୁଡିଓ ରେ ଗୀତାର , ଜୁମ୍ବା ନାଚ , କ୍ଲାସିକାଲ ନାଚ ର ବ୍ୟବସ୍ତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେଲୁନର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ହୁଈ ଓ ଦୀପ୍ତି ହୁଈ ପ୍ରମୁଖ ଉପସ୍ଥିତ ଥିଲେ।
Breaking
Hydration, Refreshment, and Connection—Coca-Cola India’s Signature at Maha Kumbh 2025୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବSamsung Announces Exciting Christmas Offers on Galaxy Wearables in IndiaRed Swastik Society celebrates World Disabled MonthZ1 Apartments Celebrate Winterfest 2024 with Grandeur and Inclusivity