Breaking
Coca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to Know
Browsing Category
ରାଜନୀତି
ସମସ୍ତ କଳ୍ପନାର ଅନ୍ତ ଘଟିଲା : ପଦ୍ମ ଧରିଲେ ଦାମ ରାଉତ
ଭୁବନେଶ୍ଵର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ । ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
Read More...
Read More...
ମୋଦିଗଡରେ ମୋଦିଙ୍କୁ ଟାର୍ଗେଟ
ଗୁଜୁରାଟ:ଗୁଜୁରାଟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା। ବିଶାଳ ଜନସଭାକୁ କଲେ ସଂମ୍ଭୋଧନ । ସାଧାରଣ ନିର୍ବାଚନ ପାଇଁ ସମରସଜ୍ୟା କରୁଛନ୍ତି ସବୁ ରାଜନୈତିକ ଦଳ । ଏହି ସମୟରେ ଗୁଜରାଟରେ ଏକ ବିଶାଳ ଜନ -ସମାବେଶକୁ ସମ୍ଭୋଧିତ କରି ପଦ୍ମ ଶିବିରକୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ।କଂଗ୍ରେସ…
Read More...
Read More...
ବିଜେଡିରେ ଯୋଗଦେଲେ ସୁଷମା
ଭୂବନେଶ୍ବର :ପଦ୍ମ ଛାଡି ଶଙ୍ଖ ଧରିଲେ ସୁଷମା। ସୁଷମା ଭାରତୀୟ ଜନତା ପାର୍ଟିର ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ। ଗତ ନିର୍ବାଚନରେ ସେ ବିଜେପିର ବିଧାୟକ ପାଇଁ ନିଳଗିରିରୁ ଲଢିବା ସହ ୪୯ହଜାରରୁ ଅଧିକ ଭୋଟ ମଧ୍ୟ ପାଇଥିଲେ। କିନ୍ତୁ ସାପ୍ରତିକ ସ୍ଥିତିରେ ନିର୍ବାଚନ ମଣ୍ଡଳିରେ…
Read More...
Read More...
ଆଗାମି ନିର୍ବାଚନ ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନ
ନୂଆଦିଲ୍ଲୀ:ନିକଟରେ ନିର୍ବାଚନ।ରାଜନିତିକ ଦଳ କରୁଛନ୍ତି ସମରସଜ୍ୟା।ଚଳିତ ନିର୍ବାଚନ ବିଶ୍ବର ସବଠାରୁ ବ୍ୟୟବହୁଳ ନିର୍ବାଚନ ହେବ।ସୂଚନା ଅନୁସାରେ ବ୍ୟୟ ଅଟକଳ ପାଖାପାଖି ୬୦ହଜାର କୋଟି ଆକଳନ କରାଯାଇଛି ।ବିଶ୍ବର ସବଠାରୁ ବୃହତ ଗଣତନ୍ତ୍ରର ନିର୍ବାଚନ ଅଟକଳ ଆମେରିକା ନିର୍ବାଚନଠାରୁ ମଧ୍ୟ ବଢିବା…
Read More...
Read More...
ଜାଣନ୍ତୁ ଆଦର୍ଶ ଆଚରଣ ବିଧି କଣ ?
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଆଜି ସନ୍ଧ୍ୟା ୫ଟାରେ ଘୋଷଣା କରାଯାଇଛି। | ଏହାସହିତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଗଲା | ଶାସନରେ ଥିବା ଦଳ ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଏକ ବଡ ଘଟଣା | କାରଣ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ଦଳ ଭୋଟରଙ୍କୁ…
Read More...
Read More...
ବାଜିଲା ନିର୍ବାଚନ ବିଗୁଲ
ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବା ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର। ଆସନ୍ତା ଏପ୍ରିଲ ୧୧ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।ତେବେ ଓଡ଼ିଶା ବିଧାନସଭା ଏବଂ ଲୋକସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ରେ…
Read More...
Read More...
ଶଙ୍ଖ ଶିବିରରେ ନଳିନୀ
ଭୂବନେଶ୍ବର :ବିଜେଡିରେ ଯୋଗଦେଲେ ନଳିନୀକାନ୍ତ । ନବୀନ ନିବାସରେ ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପ୍ରଶାସକ ନଳିନୀ । ସେପଟେ ସମ୍ବଲପୁର ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ନଳିନୀଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ସରଗରମ…
Read More...
Read More...
ନୂଆ ଦଳ ନୂଆ ଦାୟିତ୍ବ
ନୂଆଦିଲ୍ଲୀ :ଗେରୁଆ ଶିବିରରେ ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ପଦ୍ମ ପୋଖରିରେ ପଶୁପଶୁ ଜାତୀୟ-ଉପସଭାପତି ସହ ବୈଜୟନ୍ତଙ୍କୁ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ରଣକୁ ଦୃଷ୍ଟିରେ ରଖି ବିଜେପି ସଭାପତି ଅମିତ ଶାହା ଦେଇଛନ୍ତି ଏ ଦାୟିତ୍ବ। ରାଜ୍ୟରେ ରାଜନିତିକ ଦଳର…
Read More...
Read More...
ରାଜନୀତିରୁ ସନ୍ୟାସ ନେଲେ ତଥାଗତ
ଭୂବନେଶ୍ବର :ରାଜନିତିକ ଦାୟଦ ପୁଣି ରାଜନୀତିରେ ନିପୁଣ ତଥାଗତ ଶତପଥୀ ଆଜି ସ୍ବଇଛାରେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢିବେ ନାହିଁ ତେଙ୍କାନାଳ ସାଂସଦ ତଥାଗତ ଶତପଥୀ । ୨୦୧୯ ନିର୍ବାଚନ ଦିନ କେଇଟା ଥିବା ବେଳେ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଇଛନ୍ତି…
Read More...
Read More...
ପଦ୍ମ ଧରିଲେ ବୈଜୟନ୍ତ
ନୂଆଦିଲ୍ଲୀ:ଶେଷରେ ସମସ୍ତ କଲ୍ପନାଜଳ୍ପନାର ଅନ୍ତ ଘଟିଲା । ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପିରର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ…
Read More...
Read More...