Breaking

ଆଗାମି ନିର୍ବାଚନ ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନ

0

ନୂଆଦିଲ୍ଲୀ:ନିକଟରେ ନିର୍ବାଚନ।ରାଜନିତିକ ଦଳ କରୁଛନ୍ତି ସମରସଜ୍ୟା।ଚଳିତ ନିର୍ବାଚନ ବିଶ୍ବର ସବଠାରୁ ବ୍ୟୟବହୁଳ ନିର୍ବାଚନ ହେବ।ସୂଚନା ଅନୁସାରେ ବ୍ୟୟ ଅଟକଳ ପାଖାପାଖି ୬୦ହଜାର କୋଟି ଆକଳନ କରାଯାଇଛି ।ବିଶ୍ବର ସବଠାରୁ ବୃହତ ଗଣତନ୍ତ୍ରର ନିର୍ବାଚନ ଅଟକଳ ଆମେରିକା ନିର୍ବାଚନଠାରୁ ମଧ୍ୟ ବଢିବା ସହ ଗତଥରର ଭାରତୀୟ ନିର୍ବାଚନ ବ୍ୟୟ ଅଟକଳ ଠାରୁ ମଧ୍ୟ ଦ୍ବିଗୁଣିତ ହେବା ଆଶା କରାଯାଉଛି।ତେବେ ଏ ତଥ୍ୟ କେବଳ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ କିନ୍ତୁ ଏହି ଖର୍ଚ ଆସାତିତ ଭାବରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

loading...

Leave A Reply

Your email address will not be published.