Breaking

ନୂଆ ଦଳ ନୂଆ ଦାୟିତ୍ବ

ବିଜେପି ମୁଖପାତ୍ର ଓ ଉପସଭାପତି ଭାର ସମ୍ଭାଳିବେ ବୈଜୟନ୍ତ

0

ନୂଆଦିଲ୍ଲୀ :ଗେରୁଆ ଶିବିରରେ ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ପଦ୍ମ ପୋଖରିରେ ପଶୁପଶୁ ଜାତୀୟ-ଉପସଭାପତି ସହ ବୈଜୟନ୍ତଙ୍କୁ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ରଣକୁ ଦୃଷ୍ଟିରେ ରଖି ବିଜେପି ସଭାପତି ଅମିତ ଶାହା ଦେଇଛନ୍ତି ଏ ଦାୟିତ୍ବ। ରାଜ୍ୟରେ ରାଜନିତିକ ଦଳର ଆକ୍ରୋସର ଶିକାର ହେବା ପରେ ଚାପରେ ବୈଜୟନ୍ତ ବିଜେପିରେ ଯୋଗଦେବା କଥା ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ମାତ୍ର ଦିନ କେଇଟା ତଳେ ବିଜେପିରେ ମିଶିଥିବା ବୈଜୟନ୍ତଙ୍କୁ ଦଳୀୟ ଗୁରୁପଦବୀରେ ନିଯୁକ୍ତି ମିଳିବା ନିଶ୍ଚିତ ରୂପେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

Leave A Reply

Your email address will not be published.