ନୂଆଦିଲ୍ଲୀ :ଗେରୁଆ ଶିବିରରେ ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ପଦ୍ମ ପୋଖରିରେ ପଶୁପଶୁ ଜାତୀୟ-ଉପସଭାପତି ସହ ବୈଜୟନ୍ତଙ୍କୁ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ରଣକୁ ଦୃଷ୍ଟିରେ ରଖି ବିଜେପି ସଭାପତି ଅମିତ ଶାହା ଦେଇଛନ୍ତି ଏ ଦାୟିତ୍ବ। ରାଜ୍ୟରେ ରାଜନିତିକ ଦଳର ଆକ୍ରୋସର ଶିକାର ହେବା ପରେ ଚାପରେ ବୈଜୟନ୍ତ ବିଜେପିରେ ଯୋଗଦେବା କଥା ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ମାତ୍ର ଦିନ କେଇଟା ତଳେ ବିଜେପିରେ ମିଶିଥିବା ବୈଜୟନ୍ତଙ୍କୁ ଦଳୀୟ ଗୁରୁପଦବୀରେ ନିଯୁକ୍ତି ମିଳିବା ନିଶ୍ଚିତ ରୂପେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
Breaking
ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ