ଭୁବନେଶ୍ବର: ହକି ବିଶ୍ୱକପ୍ ପାଇଁ ଶିକ୍ଷାନୁଷ୍ଠାନ ଛୁଟି । ଆସନ୍ତାକାଲି ହକିର ଉଦ୍ଘାଟନୀ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ଯାଳୟଗୁଡ଼ିକ ମଧ୍ୟ ସାଢ଼େ ଗୋଟାଏରୁ ବନ୍ଦ ରହିବ । ଏଥିସହ ସାଢ଼େ ଗୋଟାଏରୁ ବନ୍ଦ ରହିବ ରାଜ୍ୟର ଅନ୍ୟ ଅଞ୍ଚଳର ଶିକ୍ଷାନୁଷ୍ଠାନ । ୨୮ ତାରିଖରେ କଟକରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ରହିଛି । ତେଣୁ କଟକ ସହରରେ ସେଦିନ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ସାଢ଼େ ଗୋଟାଏରୁ ବନ୍ଦ ରହିବ ।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ