Breaking

ଆଜି ଚେତାବନୀ । କାଲି କାର୍ଯ୍ୟାନୁଷ୍ଠାନ

ଆଜି ଚେତାବନୀ କାଲି କାର୍ଯ୍ୟାନୁଷ୍ଠାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚେତାବନୀ ଦେଲା ପୋଲିସ୍। କାଲି ଠାରୁ ଗଣିବାକୁ ପଡିବ ତଣ୍ଡ। ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା । ୧୨ ଘଣ୍ଟା ଯାଏଁ କେହି ଘରୁ ବାହାରକୁ ଆସିବେ ନାହି। ରାଜ୍ୟର ସମସ୍ତ ୩ଟି ଜୋନରେ ବଳବତ୍ତର ରହିବ ଏହି ନିୟମ। ପୂରା ଓଡିଶାରେ ଅଖ ଚକ ବନ୍ଦ ରହିବ । ତେବେ ଜରୁରୀ ସେବା ଛଡା ଅନ୍ୟ କୌଣସି କାମରେ କେହି ବାହାରି ପାରିବେନି ବୋଲି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନକୁ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜି ଠାରୁ ଏହି କଟକଣା ଲାଗୁ ହେବ ଏହି କଟକଣା।ନଶୁଣିଲେ କାର୍ଯ୍ୟାନୁଷ୍ଠାନ । ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁହେବ।

loading...

Leave A Reply

Your email address will not be published.