ଭୁବନେଶ୍ବର :ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ । ଗତ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଏବେ ସାମ୍ନାକୁ ଆସିଛି । ସେ ଏକ ଧୁଷର ରଙ୍ଗର ଟ୍ରାକ୍ ପ୍ୟାଣ୍ଟ୍ ସହ କଳା ବେନିୟନ୍ ପିନ୍ଧି ଏକଦମ ନିଆରି ଦିଶୁଛନ୍ତି।ଭିଡିଓଟିରେ ନବୀନ ଜଗିଂ ପୋଷାକରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ନବୀନ ବଗିଚାରେ ବୁଲି ବୁଲି ଜଗିଂ କରୁଛନ୍ତି ଓ ପୁଣି ବଗିଚାରୁ ଆସି ଘରକୁ ଆସି ଟିଭି ଲଗାଇ ବ୍ୟାୟାମ ଉପକରଣରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛନ୍ତି। ଶେଷରେ କହିଛନ୍ତି କି ‘ଓଡ଼ିଶାର ଲୋକମାନଙ୍କୁ ପାଇଁ ଲଢ଼ିବାକୁ ଆପଣମାନେ ପ୍ରସ୍ତୁତ ତ?’ ଏଥିସହ ଏହି ଭିଡ଼ିଓ ଛାଡ଼ି ବିରୋଧୀଙ୍କୁ ଚାଲେଞ୍ଜ ଦେଇଛନ୍ତି ନବୀନ । ୧୯ ଫାଇଟ୍ ପାଇଁ ମୁଁ ଫିଟ୍ ଥିବା ବିରୋଧୀଙ୍କୁ ସଙ୍କେତ ଦେଇଛନ୍ତି ନବୀନ ।


Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha