ଭୁବନେଶ୍ୱର: କଟକରେ ହକି ବିଶ୍ୱକପ୍ ସେଲିବ୍ରେସନ୍ କାର୍ଯ୍ୟକ୍ରମରେ ଭାଗନେବାକୁ ଆସିଥିବା ବଲିଉଡ୍ ସୁପରଷ୍ଟାର୍ ଦବଙ୍ଗ ଖାନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ସେ ଆଜି କଟକରେ ତାଙ୍କ ସୋ କରିବା ଅସବରରେ ନବୀନଙ୍କ ଭେଟିଥିବା ଜଣାପଡ଼ିଛି।ଏହି ଫଟୋରେ ଉଭୟ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ନଜରକୁ ଆସିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଦବଙ୍ଗ ଖାନ କୁଣ୍ଢାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଗତକାଲି କଳିଙ୍ଗ ଷ୍ଟାଡିୟମରେ ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ଓ ନବୀନଙ୍କ ଭେଟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଦୁହେଁ କିଛି ସମୟ ଧରି କୋଳାକୋଳି ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଖୁବ୍ ଖୁସିରେ କଥା ହେବା ସହ ଦୁହେଁ ପାଖାପାଖି ଚେୟାରରେ ବସି ହକି ସେଲିବ୍ରେସନ୍ ଦେଖିଥିଲେ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha