ଭୁବନେଶ୍ବର : ବିଶ୍ୱକପ୍ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍ କ୍ୟାମେରା । ଖୁବ୍ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଗ୍ୟାଲେରୀରୁ ଆରମ୍ଭ କରି ଦର୍ଶକ ଓ ଟ୍ରାଫିକ୍ ଉପରେ ନଜର ରଖିବ ଡ୍ରୋନ୍ । କମିଶନରେଟ ପୋଲିସ କାଯ୍ୟାର୍ଳୟରେ ରହିବ କଣ୍ଟ୍ରୋଲ ରୁମ୍। ଖୁବ୍ ଶୀଘ୍ର ଓଡିଶା ପୋଲିସ କିଣିବ ଏକ ଉନ୍ନତ ମାନର ଡ୍ରୋନ୍ ।ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଭାରତୀୟ ହକି ଟିମର ୨୫ ଖେଳାଳି । ମାସେ ଧରି କଳିଙ୍ଗ ଷ୍ଟାଡିୟମରେ ଚାଲିବ ପ୍ରଶିକ୍ଷଣ ଶିବିରା ଖେଳାଳି ରହୁଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ ।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra