Breaking

ପଡ଼ିଆରେ ଡ୍ରେସ୍‌ ଖୋଲି ହଟହଟା ହେଲେ ଟେନିସ୍‌ ଖେଳାଳି

0

ନୂଆଦିଲ୍ଲୀ: ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ହେଲେ ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଯାହାକୁ ନେଇ ତାଙ୍କୁ ଅମ୍ପେୟାରଙ୍କ ଠାରୁ ଚେତାବନୀ ମିଳିଛି।ଏହି ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଯେତେବେଳେ ତାଙ୍କୁ ଏହି କଥା ଜଣାପଡିଲା ସେ ସେହିଠାରେ ହିଁ ଡ୍ରେସ୍‌ ଖୋଲି ଠିକ୍‌ ଭାବରେ ପିନ୍ଧିଥିଲେ।ସେପଟେ ଏଲ୍‌ଜି ମଧ୍ୟ ଏହି ଘଟଣା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅମ୍ପେୟାର ତାଙ୍କୁ କାହିଁକି ତାଗିଦ କଲେ ଏଥିପାଇଁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଏଲ୍‌ଜି ଦାବି କରିଛନ୍ତି।

You May Like Here:
            ⇓

loading...

Leave A Reply

Your email address will not be published.