ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ପ୍ରକାଶ ପାଇଲା ନିର୍ବାଚନ ପାଈ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା। ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛନ୍ତି। ତେବେ ବାଲିକୁଦା ଏରସମାରୁ ରଘୁନନ୍ଦନ ଦାସ ଓ ଜଗତସିଂହପୁର ରୁ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିଥିବା ବେଳେ ପିପିଲିରୁ ପ୍ରଦୀପ ମହାରଥୀ ନିମାପଡ଼ାରୁ ସମୀର ରଞ୍ଜନ ଦାସ ନୀଳଗିରିରୁ ସନ୍ତୋଷ ଖଟୁଆ ଆନନ୍ଦପୁର ରୁ ଭାଗିରଥୀ ସେଠୀ କାକଟପୁର ରୁ ସୁରେନ୍ଦ୍ର ସେଠୀ ନିିଆଳିରୀ ପ୍ରମୋଦ ମଲ୍ଲିକ ଓ ଧାମ ନଗରରୁ ରାଜେନ୍ଦ୍ର ଦାସ ଙ୍କୁ ଟିକେଟ୍ ମିଳିଛି।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story