Breaking
Yearly Archives

2023

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର ‘ନୂଆ-ଓ, ଯୁବ ଓଡ଼ିଶା’ ଉଦ୍‌ଯାପିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ‘ନୂଆ-ଓ, ଯୁବ ଓଡ଼ିଶା’, ନବୀନ ଓଡ଼ିଶା ଆନୁକୂଲ୍ୟରେ ଦୀର୍ଘ ଦେଢ ମାସ ଧରି ଦେବରାୟ ମହାବିଦ୍ୟାଳୟର ଉଭୟ +୨ ଓ +୩ ବିଭାଗର ଅନୁଷ୍ଠିତ ହୋଇଆସୁଥିବା ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ବିତରଣ ଉତ୍ସବ ତଥା ଉଦ୍‌ଯାପନୀ ଉତ୍ସବ ଆଜି ପାଳିତ…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ

ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୋଜନା ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼. ରୀନା ଘଡ଼େଇ ଉଦ୍‌ଘାଟନ କରିଥିଲେ । ବହୁ ଛାତ୍ର ଛାତ୍ରୀ ବାଦ୍ୟଯନ୍ତ୍ର, ସଙ୍ଗୀତ, ଏକକ ଅଭିନୟ, ବ୍ୟଙ୍ଗ…
Read More...

ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ୱର:ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି ଭୁବନେଶ୍ୱର ର ମିଳିତ ସହଯୋଗରେ ଝୁମ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍‌ସିସକୋ…
Read More...

ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ୍ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର…
Read More...

ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍‌.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ର

ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍‌.ଟି ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବ୍ୟବସାୟିକ ବିଶ୍ଲେଷଣ ଏବଂ ବୃିଗତ କର୍ମ ସୁଯୋଗ ଉପରେ ଆଜି ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଡ଼ଃ ପବିତ୍ର କୁମାର ରଥଙ୍କ ପୌରହିତ୍ୟରେ ଅନୁୂଷ୍ଠିତ ହୋଇଥିଲା । ଏଥିରେ ଆଇ.ଆଇ.ଏମ୍‌.ଟିର ଚେୟାରମ୍ୟାନ୍…
Read More...

ଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର ତା ୨୯. ୧୧. ୨୦୧୩, ଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟ, ଭି.ଏସ.ଏସ. ନଗରରେ ତ୍ରୟୋଦଶ ବାର୍ଷିକ ବିଦ୍ୟାଳୟ ସ୍ଥରୀୟ ଜ୍ଞାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ବିଦ୍ୟାଳୟ ପରିସର ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା ନିର୍ଦେଶକ ଇଂ…
Read More...

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମାସିକ ଆଲୋଚନା ଚକ୍ର ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଠ ଗବେଷକ ଓ ସମାଲୋଚକ ଡ଼ଃ ପ୍ରଦିପ୍ତ…
Read More...