Breaking
Yearly Archives

2021

ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ

ଭୁବନେଶ୍ବର ତହସିଲ ଅନ୍ତର୍ଗତ କେନ୍ଦୁପାଟଣା ଆର ଆଇ ସର୍କଲରୁ ଜମି ବିବାଦକୁ ନେଇ ଆସିଛି ସଙ୍ଗିନୀ ଅଭିଯୋଗ । ଏହି ସର୍କଲ ଅଧିନରେ ଭିନ୍ନ ଭିନ୍ନ ସ୍ଥାନରେ ଯଥା ଗଣ୍ଡରପୁର ମୌଜା , ବଳିପଡ଼ା ମୌଜା ଓ ଢାୱା ମୌଜା ରେ ପ୍ରାୟ ୩ ଏକରରୁ ଅଧିକ ଜମି କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା…
Read More...

ଆଜି ଭାର ଗ୍ରହଣ କରିବେ ସୁନୀଲ ବଂଶଲ

ଓଡିଶା ପୋଲିସ ବିଭାଗର ନୂଆ ଡିଜିପି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପୋଲିସ୍ ବିଭା ବରିଷ୍ଠ ଅଧିକାରୀ ମାନେ ସ୍ବାଗତ କରିଥିଲେ।କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟ ପଦ ଭାର ଆଜି ନୂଆ ଡିଜିପି ସୁନୀଲ ବଂସଲ ଦାୟିତ୍ୱ ଗ୍ରହଣ…
Read More...

କୋଭିଡ ପାଇଁ ବନ୍ଦ ରହିବ ପ୍ଲାନେଟୋରିୟମ୍

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ବୁର୍ଲା ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ। ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍‌ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ…
Read More...

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’: ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ…
Read More...

ଉଦଯାପିତ ହେଲା ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୧, ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଲେ ରାଜ୍ୟପାଳ

ଉଦଯାପିତ ହୋଇ ଯାଇଛି ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୧ । ଗୋଟିଏ ସ୍ଥାନରେ ସବୁ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆରମ୍ଭ କରିଥିଲେ ଏଣ୍ଟରପ୍ରାଇଜ୍ ଓଡିଶା । ଯାହାର ୨୩ ତମ…
Read More...

ପ୍ରଶାନ୍ତି ବିହାରରେ ଦୁଇ ଶହ ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଏସ୍‌କେଓ୍ବାଇ କାର୍ଡ

ଭୁବନେଶ୍ୱର: ବିଏମସିର ଉତ୍ତର ଭୁବନେଶ୍ୱର ୱାର୍ଡ ନଂ ୧ ଏବଂ ୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଯାଇଛି । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ସମାବେଶ କରାଯାଇ ଦୁଇ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ…
Read More...