Breaking

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ

0

ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୋଜନା ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼. ରୀନା ଘଡ଼େଇ ଉଦ୍‌ଘାଟନ କରିଥିଲେ । ବହୁ ଛାତ୍ର ଛାତ୍ରୀ ବାଦ୍ୟଯନ୍ତ୍ର, ସଙ୍ଗୀତ, ଏକକ ଅଭିନୟ, ବ୍ୟଙ୍ଗ ଅଭିନୟ ଇତ୍ୟାଦି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ପ୍ରତିଯୋଗୀମାନଙ୍କ ବ୍ୟତିତ ମହାବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀମାନେ ବିପୁଳ ସଂଖ୍ୟାରେ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଗଣମାନେ ଉପସ୍ଥିତ ରହିଥିଲେ । ମହାବିଦ୍ୟାଳୟର ଦର୍ଶନ ବିଭାଗର ଅଧ୍ୟାପିକା ତାରନୁର୍ ଜାହାନ୍ ଓ ରୁଦ୍ର ନାରାୟଣ ସାମଲ +୩ ତୃତୀୟ ବର୍ଷର ପ୍ରାଣୀ ବିଜ୍ଞାନ ଛାତ୍ର କାର୍ଯ୍ୟକ୍ରମଟିର ସୁପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.