Breaking
Yearly Archives

2019

ଆପୋଲୋ ପାଈ ବଢିଲା ଅଡୁଆ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର…
Read More...

ତିନି ସେନାର ମଙ୍ଗ ଧରିଲେ ବିପିନ୍ ରାଓ୍ବତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ତିନି ସେନାର ମଙ୍ଗ ଧରିଲେ ବିପିନ୍ ରାଓ୍ବତ। ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ମିଳିଛି । ୩ ବର୍ଷ ପାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଡିଏସ୍ ଙ୍କ କାର୍ଯ୍ୟକାଳକୁ…
Read More...

ସମର୍ଥ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ…
Read More...

ସୁଶାସନ ସୂଚକାଙ୍କ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ସୁଶାସନ ସୂଚକାଙ୍କ ତାଲିକା । ସୁଶାସନ ତାଲିକାରେ ତାମିଲନାଡୁ ଏକ ନମ୍ବରରେ ଆଉ ଓଡିଶା ୧୪ ନମ୍ବରରେ ରହିଛି । ଏହି ତାଲିକା ୧୦ଟି କ୍ଷେତ୍ରକୁ ନେଇ ପ୍ରସ୍ତୁତ କରାଯାଇଛି । ୩ଟି ଗ୍ରୁପରେ ବିଭକ୍ତ ହୋଇଛି ରାଜ୍ୟ ଓ…
Read More...

ଇତିହାସ ପାଲଟିବ’ ମିଗ୍ ୨୭ ‘

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଇତିହାସ ପାଲଟିଯିବ ମିଗ୍ ୨୭ ଯୁଦ୍ଧ ବିମାନ । ଆସନ୍ତା କାଲି ଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବ ଏହି ଲଢୁଆ ବିମାନର ନାମ। ‘ମିଗ୍ – ୨୭’ ଲଢ଼ୁଆ ବିମାନର ଯୁଗ ଶେଷ ହେବାକୁ ଯାଉଛି । କାରଗିଲ ଯୁଦ୍ଧ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ମିଗ୍…
Read More...

୨୩ ବର୍ଷରେ ବିଜେଡି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ୨୩ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ନିଆରା ଢଙ୍ଗରେ ପାଳନ କରିବାକୁ ଅଣ୍ଟା ଭିଡିଛି ଦଳ। ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ ।ଦଳୀୟ…
Read More...

ମଣିମା ରହିବେ ଉଜାଗର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆସନ୍ତାକାଲି ସୂର୍ଯ୍ୟପରାଗ ।ଏଥି ନିମନ୍ତେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ର ଆୟୋଜନ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତିକାନ୍ତି ପରିବର୍ତନ କରାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ…
Read More...

ଆଜି ପବିତ୍ର ବଡଦିନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଧରାବତରଣ ପ୍ରଭୁ ଯୀଶୁ । ଯୀଶୁଙ୍କ ପାଦ ଚୁମ୍ବନ କରି ଆଶିର୍ବାଦ କାମନା କଲେ ବିଶ୍ବବାସୀ। । ଝଲସୁଛି ବିଭିନ୍ନ ଉପହାର ଖ୍ରୀଷ୍ଟମାସ ବୃକ୍ଷ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ ।ଯୀଶୁଙ୍କ…
Read More...

ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବା ସହ ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ୧୯ ତାରିଖରେ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ ଓ ସଂସ୍କୃତର ପରୀକ୍ଷା ହେବ । ୨୬ ତାରିଖରେ ଗଣିତ,…
Read More...

ସୁଧୁରୁ ନାହାନ୍ତି ସରକାରୀ ବାବୁ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭିଜିଲାନ୍ସ ପଞ୍ଜାରେ ପୂର୍ତ ବିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବ । ୫ ହଜାର ଟଙ୍କା ଲାଂଚ ନେଉ ଥିବା ବେଳେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବାଲିଗୁଡା ପୂର୍ତ୍ତ ବିିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବଙ୍କୁ ଗିରଫ କରିଛି । ବାଲିଗୁଡାର ଠିକାଦାର…
Read More...