Breaking
Yearly Archives

2021

ରୋଜାଲିନ୍ ପଟ୍ଟଶାଣୀଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ

ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ ପ୍ରଦାନ କରାଯାଇଛି । ନ୍ୟାସନାଲ କ୍ୟାରିୟର କାଉନସେଲିଂ ନେଟଓ୍ବର୍କ(ଏନସିଏନ୍) ପକ୍ଷରୁ ତାଙ୍କୁ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି…
Read More...

ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା…
Read More...

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପିଲାମାନଙ୍କ ଦ୍ୱାରା ଚଳଚ୍ଚିତ୍ର ନିର୍ମାଣ

ଭୁବନେଶ୍ୱର: : ପ୍ରସଙ୍ଗଭିତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧’ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ଫିଲ୍ମ ଉନ୍ନୟନ…
Read More...

ଏହି ଶୀତରେ ସୋରାଇସିସ ପ୍ରକୋପ ପରିଚାଳନା କରିବାର ୪ଟି ଉପାୟ

ରାଷ୍ଟ୍ରୀୟ ସୋରାଇସିସ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୧୦ ଜଣ ସୋରାଇସିସ ରୋଗୀଙ୍କ ମଧ୍ୟରୁ ୪ ଜଣ କହିଛନ୍ତି ଯେ ଶୀତ ଋତୁ ସେମାନଙ୍କ ସ୍ଥିତିକୁ ଖରାପ କରିଥାଏ । ସୋରାଇସିସ ଏକ କ୍ରନିକ, ଅଟୋଇମ୍ୟୁନ ଅବସ୍ଥା ଯାହା ମୋଟା, ପ୍ରଦାହିତ, ଲାଲ, କୁଣ୍ଡିଆ ହେଉଥିବା,…
Read More...

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେ ରେଡ୍ ସ୍ୱସ୍ତିକ ସୋସାଇଟି…

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ପାଞ୍ଚଦିନିଆ ନିଶୁଳ୍କ ପରିମାପ ଶିବିର…
Read More...

ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଆମେରିକାର ବରିଷ୍ଠ ବୈଜ୍ଞାନିକ ଡ. ଶୀତକଣ୍ଠ ଦାସ, ବିଶ୍ୱ ଓଡ଼ିଶା…
Read More...

ପରିଚୟ ଫାଉଣ୍ଡେସନର ୧୫ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ : ରାଜ୍ୟର ଅଗ୍ରଣୀ ସେ୍‌ଚ୍ଛାସେବୀ ସଂଗଠନ ପରିଚୟ ଫାଉଣ୍ଡେସନ୍ ଆଜି ତାର ୧୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ର ଆଲାମି ପଞ୍ଚାୟତରେ ୫୦୦ ପରିବାରକୁ ପର୍ଯ୍ୟ ।ୟକ୍ରମେ ସୌର ଲଣ୍ଠନ ପ୍ରଦାନ ଅଭିଯାନ ଆରମ୍ଭ ହୋଇଛି । ଆଜି ୧୦୦ ପରିବାରକୁ…
Read More...