Breaking
Monthly Archives

October 2018

ବାସ୍ତବରେ କ’ଣ ପ୍ରେମ କଲେ ଓଜନ ବଢିଥାଏ,ଜାଣନ୍ତୁ କ’ଣ କହେ ଷ୍ଟ !

ପ୍ରେମ ଏକ ପବିତ୍ର ସଂପର୍କ,ଯାହାକୁ କେବଳ ଅନୁଭବ କରାଯାଇପାରେ । କିନ୍ତୁ କ’ଣ ଆପଣ ଜାଣନ୍ତି କି ପ୍ରେମ କଲେ ଓଜନ ବୃଦ୍ଧି ହୋଇଥାଏ । ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ଏହା ଷ୍ଟଡିରେ ଉଲ୍ଲେଖ ହୋଇଛି । ଅଷ୍ଟ୍ରେଲିଆର ସେଂଟ୍ରାଲ କ୍ୱିଲ୍ୟାଣ୍ଡ ୟୁନିଭର୍ସିଟିର ଏକ ଷ୍ଟଡି ଅନୁସାରେ…
Read More...

ସାମ୍ନାକୁ ଆସିଲା ଗତକାଲି ନକ୍ସଲଙ୍କ ଆକ୍ରମଣ ହମ୍‌ଲା ବେଳର ହୃଦୟ ଥରା ଭିଡ଼ିଓ

ଭୁବନେଶ୍ୱର : ଗତକାଲି ଦାନ୍ତେୱାଡା ଅରନ୍‌ପୁର ଗାଁ ନିକଟରେ ହୋଇଥିଲା ନକ୍ସଲ ହମଲା। ସହିଦ ହୋଇଥିଲେ ଦୁଇ ପୋଲିସ ଯବାନ ଓ ଦୁରଦର୍ଶନର ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍‌। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଉ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍‌ ମୋରମୁକୁଟ ଶର୍ମା ସେହି ସମୟର ହୃଦୟଥରା…
Read More...

ଜନ୍ମମାଟିରେ ପହଁଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ମରଶରୀର

ବଲାଙ୍ଗିର: ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର। ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାରେ ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ବୀର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ।ଗତକାଲି ଦାନ୍ତେଓ୍ଵାଡା…
Read More...

ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼

ଭୁବନେଶ୍ବର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଓମେଫଡ ସ୍ଥିତ ରେଲେଓ୍ଵ ଗ୍ରାଉଣ୍ଡରୁ ରେଲେଓ୍ଵ ଅଡିଟୋରିୟମ ଯାଏ ଏକ ଭାରତ, ଶ୍ରେଷ୍ଠ ଭାରତର…
Read More...

ପ୍ରତିକ୍ଷାର ଅନ୍ତ : ଲୋକାର୍ପିତ ହେଲା ବିଶ୍ୱର ସର୍ବୋଚ୍ଚ ପ୍ରତିମୁର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଅତିକାରୟ ୧୮୨ ମିଟର୍‌ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରି…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୩୦ ଅକ୍ଟୋବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଋଣ ପାଇଁ ଆବେଦନ କରିବାର ଶୁଭ ଦିନଟିଏ

ମେଷ: ଦିନଟି ଆପଣଙ୍କୁ ଢେର୍‌ ଶୁଭଫଳ ପ୍ରଦାନ କରିବ। ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ବୃଷ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଭାବିଥିବା କାମ ବିନା…
Read More...

ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ

ଭୁବନେଶ୍ୱର:ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଭୁବନେଶ୍ୱର କ୍ରାଉନ୍ ହୋଟେଲ ନିକଟରେ ଏହି ବନ୍ଦ ପାଳନ…
Read More...

ଦୁର୍ଘଟଣାରେ ଜଳିଗଲା ବାଇକ୍‌ , ୩ ମୃତ

ଗଜପତି : ପାରଳାଖେମୁଣ୍ଡିରେ କାର ଓ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କାରଟି ବାଇକକୁ ସାମନାରୁ ଧକ୍କା ଦେଇଥିଲା । ଏଥିରେ ବାଇକଟି ଜଳି ଯାଇଥିଲା । ବାଇକରେ ଥିବା ଦୁଇ ଜଣ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏଥିସହ କାରଟି ଜଣେ ପଥଚାରୀଙ୍କ ଉପରକୁୁ ମାଡି ଯାଇଥିଲା । ଫଳରେ…
Read More...