Breaking

ଦୁର୍ଘଟଣାରେ ଜଳିଗଲା ବାଇକ୍‌ , ୩ ମୃତ

0

ଗଜପତି : ପାରଳାଖେମୁଣ୍ଡିରେ କାର ଓ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କାରଟି ବାଇକକୁ ସାମନାରୁ ଧକ୍କା ଦେଇଥିଲା । ଏଥିରେ ବାଇକଟି ଜଳି ଯାଇଥିଲା । ବାଇକରେ ଥିବା ଦୁଇ ଜଣ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏଥିସହ କାରଟି ଜଣେ ପଥଚାରୀଙ୍କ ଉପରକୁୁ ମାଡି ଯାଇଥିଲା । ଫଳରେ ସମ୍ପୃକ୍ତଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।ମୃତକ 3 ଜଣ ହେଲେ ତାମନ୍ତରା ଗାଁର ଲେମ୍ବା ଶବର, ଏରସା ଶବର ଓ ବଳରାମ ଶବର। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି ।

loading...

Leave A Reply

Your email address will not be published.