Breaking
Monthly Archives

October 2018

ଇଣ୍ଡିଜର ଶୋଚନୀୟ ପରାଜୟ : ୨୨୪ ରନରେ ଭାରତ ବିଜୟୀ

ମୁମ୍ବାଇ : ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ହରାଇଲା ଟିମ୍ ଇଣ୍ଡିଆ । ଯୁବ ତାରକା ରୋହିତ ଶର୍ମା ଏବଂ ଅମ୍ବାତି ରାୟଡୁଙ୍କ ଦମଦାର ଶତକ ଆଗରେ ଘାଇଲା ହୋଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ୧୫୩ ରନରେ ସମସ୍ତ ଓି୍ୱକେଟ ହରାଇବା ସହ ୱେଷ୍ଟଇଣ୍ଡିଜକୁ ଏକ ବଡ ପରାଜୟର ସାମ୍ନା କରିବାକୁ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୯ ଅକ୍ଟୋବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ

ମେଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ବୃଷ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ…
Read More...

ୱିସ୍ ଅନୁଷ୍ଠାନ ପକ୍ଷରୁ ବୃଦ୍ଧବୃଦ୍ଧା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଭୁବନେଶ୍ବର :ଦୀପାବଳି ଉପଲକ୍ଷେ ଟଙ୍କପାଣି ରୋଡ଼ ସ୍ଥିତ ଆନନ୍ଦ ବୃଦ୍ଧାଶ୍ରମରେ ଓ୍ବିସ ଫାଉଣ୍ଡେସନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମରେ ଥିବା ୩୫ ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ଫାଉଣ୍ଡେସନ ତରଫରୁ ଖାଦ୍ୟ ଦିଆ ଯାଇଥିଲା। ଏଥିସହ ସେମାନଙ୍କୁ ବସ୍ତ୍ର ସହ ଆବଶ୍ୟକ ସାମଗ୍ରୀ…
Read More...

ଆସୁଛନ୍ତି ଗଜଲକ୍ଷ୍ମୀ : ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର

ଢେଙ୍କାନାଳ: ଚାଲିଛି ପାର୍ବଣ ଋତୁ। ଦୁର୍ଗାପୂଜା ପରେ ଏବେ ଆସୁଛି ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଢେଙ୍କାନାଳ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସିବ ସାରା ସହର। ଏବେ ଜୋରସୋରରେ ଚାଲିଛି ତୋରଣ ଓ ମୂର୍ତ୍ତି କାମ। ଚଳିତବର୍ଷ ୪୦ଟି ମଣ୍ଡପରେ ପୂଜା ପାଇବେ ମା’…
Read More...

ଦୀପାବଳୀରେ କେବଳ ୨ଘଂଟା ପାଇଁ ଫୁଟାଇ ପାରିବେ ବାଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପକାଉଥିବା…
Read More...

କଟକ-ପୁରୀ ବାଇପାସ୍‌ ରାସ୍ତାରେ ଓଲଟି ପଡ଼ିଲା ମିନି ବସ୍‌,୧୮ ଆହତ

ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ କଟକ-ପୁରୀ ବାଇପାସ୍‌ ରାସ୍ତାର ଶିଶୁପାଳଗଡ଼ ମହୋତ୍ସବ ପଡ଼ିଆ ନିକଟରେ ଏକ ସିଟି ରାଇଡ୍‌ ବସ୍‌ ଓଲଟି ପଡ଼ିବାରୁ ସେଥିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
Read More...

ବିଧାୟକଙ୍କ ପ୍ରତି ଅଭିଜିତଙ୍କ ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ : ବିଧାନସଭାରେ ହାଜର ହେଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଭୁବନେଶ୍ୱରରେ ଅଭିଜିତ ଆୟର ମିତ୍ର । ଗତକାଲି ରାତିରୁ ସେ ଆସି ପହଞ୍ଚିଛନ୍ତି। ଆଜି ଗୃହ କମିଟି ଆଗରେ ସେ ହାଜର ହୋଇଛନ୍ତି । କାରଣ ଗୃହ କମିଟିରେ ୨୩ ତାରିଖ ଅର୍ଥାତ୍‌ ଆଜି ହାଜର ପାଇଁ ତାଙ୍କୁ ନୋଟିସ ହୋଇଥିଲା ।ଅଭିଜିତ କୋଣାର୍କ ମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଓ ବିଧାୟକଂକ…
Read More...

ଆସନ୍ତାକାଲି ମେଲାଣି ନେବେ ମା’ ଦୁର୍ଗା : କୂଆଖାଇ ଓ ଦୟାରେ ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ଆସନ୍ତାକାଲି ମେଲାଣି ନେବେ ମାଆ ଦୁର୍ଗା। ମାଆଙ୍କ ଭସାଣ ପାଇଁ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି। ଏଥିପାଇଁ ଦ୍ୱୈତ ନଗରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ପାଇଁ ୩୦ ପ୍ଲାଟୁନ୍‌, ଟ୍ରାଫିକ୍‌ ପାଇଁ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ…
Read More...

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌,୫୦ ମୃତ

ଚଣ୍ଡିଗଡ଼:ସମଗ୍ର ଦେଶ ଧୂମଧାମରେ ବିଜୟାଦଶମୀ ଉତ୍ସବ ପାଳନ କରୁଥିବା ବେଳେ ପଞ୍ଜାବର ଅମୃତସରରୁ ଆସିଛି ହୃଦୟ ବିଦାରକ ଘଟଣା। ଅମୃତସରରେ ରାବଣପୋଡି ଦେଖୁଥିବା ବେଳେ ଟ୍ରେନ ଚଢିଯିବାରୁ ୫୦ ଲୋକ ମରିଥିବା କୁହାଯାଉଛି ।ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଅମୃତସରର ଚୌରା…
Read More...

ଜଳିଲା ପାପର ‘ରାବଣ’ ! ରାଜଧାନୀରେ ରାବଣ ପୋଡ଼ି ସଂପନ୍ନ

ଭୁବନେଶ୍ୱର : ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ୱରୂପ ପରମ୍ପରା ଅନୁଯାୟୀ ଆଜି ରାବଣ ପୋଡ଼ି ଉତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଉତ୍ସବକୁ ସାମାନ୍ୟ ଫିକା କରିଦେଇଛି। ତଥାପି ରାବଣ ପୋଡି…
Read More...