Breaking

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର :ଜିଅନ୍ତା ଜଳିଗଲେ ରୋଗୀ

0

କେରଳ: ଆମ୍ବୁଲାନ୍‌ସ୍‌ ଭିତରେ ଥିବା ଅକ୍ସିଜେନ୍‌ ଟାଙ୍କି ଫାଟିବାରୁ ଡାକ୍ତରଖାନା ଯାଉଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚମ୍ପାକୁଲମ୍‌ ହସ୍ପିଟାଲରୁ ଆଲାପୁଜାଃ ହସ୍ପିଟାଲକୁ ନିଆଯାଉଥିଲା। ଏହି ସମୟରେ ସିଲିଣ୍ଡରେ ନିଆଁ ଲାଗି ତାହା ଫାଟିଯାଇଥିଲା।ମୃତ ରୋଗୀଙ୍କର ନାମ ମୋହନନ୍‌ ନାୟର୍‌ ବୋଲି ଜଣାପଡ଼ିଛି।

loading...

Leave A Reply

Your email address will not be published.