ଭୁବନେଶ୍ବର : ବିଶ୍ୱକପ୍ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍ କ୍ୟାମେରା । ଖୁବ୍ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଗ୍ୟାଲେରୀରୁ ଆରମ୍ଭ କରି ଦର୍ଶକ ଓ ଟ୍ରାଫିକ୍ ଉପରେ ନଜର ରଖିବ ଡ୍ରୋନ୍ । କମିଶନରେଟ ପୋଲିସ କାଯ୍ୟାର୍ଳୟରେ ରହିବ କଣ୍ଟ୍ରୋଲ ରୁମ୍। ଖୁବ୍ ଶୀଘ୍ର ଓଡିଶା ପୋଲିସ କିଣିବ ଏକ ଉନ୍ନତ ମାନର ଡ୍ରୋନ୍ ।ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଭାରତୀୟ ହକି ଟିମର ୨୫ ଖେଳାଳି । ମାସେ ଧରି କଳିଙ୍ଗ ଷ୍ଟାଡିୟମରେ ଚାଲିବ ପ୍ରଶିକ୍ଷଣ ଶିବିରା ଖେଳାଳି ରହୁଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ ।
Breaking
VLCC Expands it’s Wellness & Beauty Centre in Jagamara, Bhubaneswar, Strengthening Its Eastern India Presence.ରେଭେନ୍ସାରେ ରୁଦ୍ର-୯୧ର ଦ୍ବିତୀୟ ବନ୍ଧୁମିଳନANNUAL FUNCTION-TWISHA 2024 By BMPS TAKHYASILA SCHOOL.Odisha Witnesses Unprecedented support for ‘Bal Vivah Mukt Bharat’ Campaignଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ