Breaking

ଦାମଙ୍କ ମନ୍ତବ୍ୟ ନିଷ୍ପଳ ଓ ହାସ୍ୟାସ୍ପଦ: ନବୀନ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରି ଆସିଛନ୍ତି । ଫେରି ଆସିବା ପରେ ଡାକ୍ତର ଦାମଦୋର ରାଉତଙ୍କ ବହିଷ୍କାର ସମ୍ପର୍କରେ ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ଡାକ୍ତର ରାଉତ ସବୁବେଳେ ଦଳ ବିରୋଧୀ କାର୍ଯ୍ୟ କରିବା ଓ ମତ ଦେବାରୁ…
Read More...

ଆଜି ଗଣେଶ ଚତୁର୍ଥୀ : ଗାଁଠୁ ସହର ଉତ୍ସବ ମୁଖର

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି।ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୩ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଟେଲି କଳାକାରଙ୍କ ପାଇଁ ନୂଆ ସୁଯୋଗ…

ମେଷ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। କ୍ୟାରିୟରର ଉନ୍ନତି ଲାଗି ନୂଆ ପରାମର୍ଶ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ବୃଷ: ଆଜି କେବଳ ନିଜ କାମରେ ମନଯୋଗ…
Read More...

ବିଜେଡିରୁ ବିଦା ହେଲେ ଡା.ଦାମୋଦର ରାଉତ

ଭୁବନେଶ୍ୱର :ଶେଷରେ ଦଳରୁ ବହିଷ୍କାର ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ତାଙ୍କୁ ଦଳରୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । କିଛି ଦିନ ହେଲା ଦାମ ସରକାରୀ ବିରୋଧୀ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ବିଜୁ ଜନତା ଦଳ…
Read More...

କ୍ରିକେଟର ବନିଲେ କିନ୍ନର ! ନୂଆ ରୂପରେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ:କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ଚର୍ଚ୍ଚାରେ।ଗମ୍ଭୀରଙ୍କୁ ଏକ ଇଭେଣ୍ଟକୁ ମଥାରେ ବିନ୍ଦି ଏବଂ ମୁଣ୍ଡରେ ଓଢ଼ଣା ପକାଇ ଯାଉଥିବାର ଦେଖିବାକୁ ମିଳିଥିଲା। ଗମ୍ଭୀରଙ୍କ ଏହି ନୂଆ ରୁପର ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ବହୁ ସଂଖ୍ଯାକ ଭାଇରାଲ ହେଉଛି।ନିକଟରେ ଏକ ସମ୍ମିଳନୀ ହିଞ୍ଜଡ଼ା…
Read More...

ଶିକ୍ଷକଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ବିଫଳ : ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ

ଭୁବନେଶ୍ୱର :ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । କିନ୍ତୁ ଅାମେ ୭ ଦିନ ସମୟ ଦେବାକୁ ରାଜି ଥିଲୁ…
Read More...

ରାତି ପାହିଲେ ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ

ଭୁବନେଶ୍ବର: ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ । ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୁରପଲ୍ଲୀ ସବୁଠାରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ସମସ୍ତ ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ ଚାଲିଛି । ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୨ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ପରିବାରରେ ହସଖୁସିର ବାତାବରଣ ରହିବ

ମେଷ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାରୁ ଅଧିକ ଧନଲାଭ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। କୌଣସି ନୂଆ…
Read More...

ଜାଣନ୍ତୁ ଗୋଟିଏ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି

ଅନୁଷ୍କା ଶର୍ମାଙ୍କ ପତି ବା ଭାରତ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଇଂଷ୍ଟାଗ୍ରାମର ରିଚ ସେଲିବ୍ରେଟୀଙ୍କ ମଧ୍ୟରେ ୧୭ ନମ୍ବରରେ ରଖାଯାଇଛି । ଫୋଟ ସେୟାରିଙ୍ଗ ସାଇଟ କହିଛନ୍ତିଯେ ଗୋଟିଏ ଫୋଟୋ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଟଙ୍କା ନିଅନ୍ତି । ବିରାଟ କୋହଲି ଗୋଟିଏ ଫୋଟୋ…
Read More...