ମାଡ଼ି ଆସୁଛି ‘ତିତ୍ଲି’ : ଘଣ୍ଟାକୁ ୧୫ କିମି ବେଗରେ ଓଡ଼ିଶା ମୁହାଁ
ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଛି ‘ତିତଲି’ । ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ବାତ୍ୟା ‘ତିତଲି’ର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ…
Read More...
Read More...