Breaking

ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା : ପୋଲିସ ବାବୁ ନିଲମ୍ବିତ

0

ପୁରୀ : ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ ଘଟଣାରେ ପୁଲିସ ଅଫିସର ସସ୍‌ପେଣ୍ଡ। ସଂପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡାଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ଅାଜି ସକାଳେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ମହାଳୟା ଅବସରରେ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପକ୍ଷଙ୍କୁ ପିଣ୍ଡଦାନ କରିଥିଲେ।ତାଙ୍କ ଫେସ୍‌ବୁକ୍ ଅାକାଉଣ୍ଟରେ ଏହି ଫଟୋ ସବୁକୁ ଅପଲୋଡ଼ କରିଥିଲେ।ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ ପୁରୀ ଏସପି ସାର୍ଥକ ଷଢଙ୍ଗୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

loading...

Leave A Reply

Your email address will not be published.