Breaking

ଆସିପାରିଲାନି ଆମ୍ବୁଲାନ୍ସ : ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

0

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାବଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଶେଷରେ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇ ବାଇକ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା।
ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା।ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଓ ସ୍ୱାସ୍ଥ୍ୟ କର୍ମୀ ଷ୍ଟ୍ରେଚର ଓ ମଟର ସାଇକେଲ ଯୋଗେ ଗର୍ଭବତୀଙ୍କୁ ମେଡ଼ିକାଲ ନେଲେ।

loading...

Leave A Reply

Your email address will not be published.