Breaking

ମାଡ଼ି ଆସୁଛି ‘ତିତ୍‌ଲି’ : ଘଣ୍ଟାକୁ ୧୫ କିମି ବେଗରେ ଓଡ଼ିଶା ମୁହାଁ

ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଛି ‘ତିତଲି’ । ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ବାତ୍ୟା ‘ତିତଲି’ର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ…
Read More...

ତିତଲି ଭୟ : ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନରେ ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ବାଧା ସୃଷ୍ଟି କରିଛି । ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବା ଜିଲ୍ଲାରେ ୧୧ ଓ ୧୨ ତାରିଖ ଦୁଇ ଦିନ ଯାଏ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଥିଲା । ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ହୋଇଥାନ୍ତା । କିନ୍ତୁ…
Read More...

ଝିଅଙ୍କ ଇଶାରାରୁ ବୁଝନ୍ତୁ ମନର କଥା

ଅନେକ ସମୟରେ ଦେଖାଯାଏ ସାଥୀରେ କାମ କରୁଥିବା ଝିଅଟିଏ ଯଦି ଜଣେ ପୁଅକୁ ପସନ୍ଦ ଆସିଗଲା ତଥାପି ସାହସ କରି ସେ ଝିଅଟିକୁ ନିଜ ମନକଥା କହିପାରନ୍ତି ନାହିଁ। ଏପରିସ୍ଥଳେ ଝିଅଟିର ଆଖି ଓ ହାବଭାବରୁ ତାଙ୍କ ହୃଦୟର କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଝିଅଙ୍କ ଇଶାରାକୁ ବୁଝି ତାଙ୍କ ମନର କଥା ଜାଣିବାକୁ…
Read More...

ହକି ବିଶ୍ୱକପ୍‌ରେ ସାମିଲ ହେବେ କିଙ୍ଗ ଖାନ୍‌ : ଟ୍ୱିଟରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତୀୟ ହକି ଟିମକୁ ଉତ୍ସାହ ଯୋଗାଇବାକୁ ଓଡ଼ିଶା ଆସିବେ ବଲିଉଡ ବାଦଶାହା ଶାହରୁଖ ଖାନ୍ । ଭୁବନେଶ୍ବରରେ ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଶାହାରୁଖ ଯୋଗ ଦେବେ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୭ ତାରିଖରେ ଉଦଘାଟନୀ ଉତ୍ସବରେ ଶାହାରୁଖ…
Read More...

ଆସୁଛି ବାତ୍ୟା ‘ତିତଲି’ : ୧୦ରୁ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଥିବା ବେଳେ ଆସନ୍ତାକାନ୍ତି ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଅବପାତ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଏହା ଏବେ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ…
Read More...

ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା : ପୋଲିସ ବାବୁ ନିଲମ୍ବିତ

ପୁରୀ : ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ ଘଟଣାରେ ପୁଲିସ ଅଫିସର ସସ୍‌ପେଣ୍ଡ। ସଂପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡାଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ଅାଜି ସକାଳେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ମହାଳୟା ଅବସରରେ ଶ୍ରୀମନ୍ଦିର ବାଇଶି ପାହାଚରେ…
Read More...

ଓ୍ବିସ୍ ଓ କିଟ୍ ଶିକ୍ଷାନୁଷ୍ଠାନର ମିଳିତ ଆନୁକୂଲ୍ୟରେ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର :ନାରୀ ସଚେତନତା ଓ ସୁରକ୍ଷା ପାଇଁ କାର୍ଯ୍ୟରତ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଓ୍ବିସ୍ ବିଭିନ୍ନ ଉନତିମୂଳକ କାର୍ଯ୍ୟକ୍ରମ କରିଥାଏ । ନାରୀ ଜାତିର ସମ୍ମାନ ଓ ଶିକ୍ଷା କ୍ଷେତ୍ରରେ ଓ୍ବିସ୍ ଛୋଟ ଛୋଟ କନ୍ୟା ସନ୍ତାନମାନଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଇ ବିଶେଷ କାର୍ଯ୍ୟକ୍ରମ ମାନ ଆୟୋଜନ…
Read More...

ଆସିପାରିଲାନି ଆମ୍ବୁଲାନ୍ସ : ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାବଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଶେଷରେ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇ ବାଇକ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା।…
Read More...