Breaking

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ପାବୁକ : ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ତିତଲି ଓ ପେଥାଇ ପରେ ମାଡି ଆସୁଛି ବାତ୍ୟା ପାବୁକ। ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି ପାବୁକ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଜାନୁଆରୀ ୫ ଅପରାହ୍ନ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ରହିବ ବୋଲି…
Read More...

୫ରେ ବିଦ୍ୟାର୍ଥୀ ସେବା ସମ୍ମାନ-୨୦୧୯

ଭୁବନେଶ୍ବର : ବିଦ୍ୟାର୍ଥୀମାନେ ଯେକୌଣସି ଦେଶ ବା ରାଷ୍ଟ୍ରର ସର୍ବଶେଷ ଓ ସର୍ବଶ୍ରେଷ୍ଠ ସମ୍ବଳ । ବିଦ୍ୟାର୍ଥୀମାନଙ୍କର ବିକାଶ ବିନା ଯେକୌଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବପର ନୁହେଁ । ବିଦ୍ୟାର୍ଥୀମାନଙ୍କର ଏହି ବିକାଶ ପ୍ରକ୍ରିୟାଟି ବହୁଦା ବିଭକ୍ତ ଯଥା : ମାନସିକ, ଶାରୀରିକ,…
Read More...

ସେଲଫି ବେବୋ’ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ ସିଂଙ୍କ ମୃତଦେହ ଗୁରୁବାର ସକାଳେ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେବେ କେହି ତାଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗି ଦେଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ ଗତ…
Read More...

ଜାନୁୟାରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍‌ ତାଲିକା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ ୪ଲକ୍ଷ…
Read More...

ଆସନ୍ତାକାଲି ଠାରୁ ନନ୍ଦନକାନନ, ଶିମିଳିପାଳରେ ପକ୍ଷୀ ଗଣନା

ଭୁବନେଶ୍ୱର:ଆସନ୍ତାକାଲି ଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ । ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୩ ତାରିଖରେ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ ଡିଭିଜନରେ ପକ୍ଷୀ ଗଣନା ହେବ । ୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା ହେବ । ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ…
Read More...

ବିଜେପି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶନୀ, ଜିଲ୍ଲା ସମ୍ପାଦକ ଶ୍ରୀ ସଦାଶିବ ଜେନା ଓ ତାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା, ଏକ…
Read More...

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ: ନୂଆବର୍ଷର ନୂଆ ସକାଳ। ସେଥିପାଇଁ ପୁରୀ ଓ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଲାଗି ରହିଛି ନାହିଁ ନଥିବା ଭିଡ଼। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀଜିଉଙ୍କ ଦର୍ଶନ…
Read More...

ଜିରୋନାଇଟ୍‌କୁ ସ୍ୱାଗତ ପାଉଁ ସବୁଠି ଉତ୍କଣ୍ଠା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୧୮ ଆୟୁଷ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ବଦଳିଯିବ ଦିନ, ମାସ ଆଉ ବର୍ଷ। ପୁରୁଣା ବଦଳରେ ସ୍ଥାନ ନେବ ନୂଆ କ୍ୟାଲେଣ୍ଡର। ଆସିବ ଇଂରାଜୀ ନବବର୍ଷ ୨୦୧୯। ନୂଆବର୍ଷକୁ ସ୍ୱାଗତ ପାଇଁ ସବୁଠି ଏବେ ପ୍ରସ୍ତୁତି। ସବୁଠି ଜିରୋ ନାଇଟ୍ ସେଲିବେ୍ରସନ୍‌ ପାଇଁ…
Read More...