Breaking

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ଗଲାଣି ୫୦ ଜଣଙ୍କ ଜୀବନ

ଗୁଆହାଟି,୭ା୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଏଥିଯୋଗୁ ୫୦ ଜଣଙ୍କ ଜୀବନ ଗଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଜୁଲାଇ ୫ ତାରିଖ ସୁଦ୍ଧା ମୋଟ ୧୯୦ ଏଭଳି ମାମଲା ହସ୍ତଗତ ହୋଇଥିବା ସେ କହିଛନ୍ତି। କୋକ୍ରାଝର ଜିଲାକୁ…
Read More...

ଅମରନାଥ ଯାତ୍ରା ନାଁରେ କଶ୍ମୀର ଲୋକଙ୍କୁ ହଇରାଣ କରା ନ ଯାଉ: ମେହବୁବା ମୁଫତି

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅମରନାଥ ଯାତ୍ରାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମରନାଥ ଯାତ୍ରାକୁ ମୁଁ ସମର୍ଥନ କରୁଛି। କିନ୍ତୁ ଏହି ଯାତ୍ରାର ସୁରକ୍ଷା ନାଁରେ କଶ୍ମୀର ଲୋକଙ୍କୁ ପ୍ରବଳ ହଇରାଣ କରାଯାଉଛି। ୪୬ ଦିନିଆ…
Read More...

କ୍ରିକେଟ ଖେଳୁଛନ୍ତି ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅନେକ ଚଳଚ୍ଚିତ୍ରରେ ଚରିତ୍ରକୁ ଦେଖି ସେ ନିଜକୁ ଫିଟ୍‌ କରନ୍ତି। ଓ୍ବାର୍କଆଉଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥାନ୍ତି। ନିକଟରେ ଦବଙ୍ଗ-୩ ଫିଲ୍ମ ଶୁଟିଂ ପୂର୍ବରୁ ସଲମାନ ନିଜ…
Read More...

ବ୍ୟାଟିଂ କରୁଛନ୍ତି ଭଗବାନ ଗଣେଶ

ଚେନ୍ନାଇ, ୭।୭: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତରେ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଫ୍ୟାନ୍‌ମାନେ ନିଜ ଦଳକୁ ଚିୟର୍‌ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିବାର ନଜିର ରହିଛି।…
Read More...

ଆମେରିକାଠାରୁ ତୋପ କିଣିବ ଭାରତ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍‌ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ନିୟନ୍ତ୍ରଣ ରେଖାରେ ପ୍ରୟୋଗ ପାଇଁ ଭାରତ ଆମେରିକାଠାରୁ ତୋପ କିଣିବ ବୋଲି ସୂଚନା ମିଳିଛି। ଏହି ତୋପ ୫୦ କିମି ଦୂର…
Read More...

ଦେଶରେ ପ୍ରଥମ-ଗୋ ହତ୍ୟା ପାଇଁ ୧୦ ବର୍ଷ କାରାଦଣ୍ଡ ଏକ ଲକ୍ଷ ଟଙ୍କା ଜୋରିମାନା

ଅହମ୍ମଦାବାଦ . – ଗୁଜୁରାଟର ଏକ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବାଛୁରୀ ଚୋରାଇବା ପରେ ଏହାକୁ ହତ୍ୟା କରିବା ଅପରାଧରେ ୧୦ ବର୍ଷର କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ସଜ୍ଜା ଶୁଣାଇଛନ୍ତି । ଏହି ମାମାଲା ଗୁଜୁରାଟର ଧୀରୋଜ ସହରର । ନ୍ୟୁଜ ଏଇଟିନ୍‌ ଡଟ୍‌ କମ୍‌ର ଖବର…
Read More...

କାନାଡ଼ା ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲରେ କଶ୍ୟପ

କାଲ୍‌ଗାରି (କାନାଡ଼ା) : ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ପାରୁପଲ୍ଲି କଶ୍ୟପ। ୬ଷ୍ଠ ସିଡ୍‌ କଶ୍ୟପ ସେମିଫାଇନାଲରେ ୪ର୍ଥ ସିଡ୍ ଚାଇନିଜ୍ ତାଇପେର ୱାଙ୍ଗ୍ ଜୁ ୱେଇଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌କୁ କଶ୍ୟପ…
Read More...

ଆଫଗାନିସ୍ତାନରେ ବିସ୍ଫୋରଣ , ୧୨ମୃତ

କାବୁଲ, ୭ା୭: ଆଫଗାନିସ୍ତାନର ଗଜନୀରେ କାର ବୋମା ବିସ୍ଫୋରଣ ଘଟିଛି । ସେଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୬୦ଜଣ ଆହତ ହୋଇଛନ୍ତି । ଏବଂ ଆହତ ହୋଇଥିବା ୬୦ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ଉଡାଣରେ ଆଉ ବାଧା ଦେବନି ଖରାପ ପାଗ

ଝାରସୁଗୁଡା,୭ ।୭(ଓଡିଶା ଭାସ୍କର): ଝାରସୁଗୁଡାରେ ଖରାପ ପାଗ ଯୋଗୁଁ ଏଣିକି ବିମାନ ଉଡାଣ ବାତିଲ ହେବ ନାହିଁ । ଏନେଇ ଟ୍ୱିଟରରେ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ଯେ, ‘ଝାରସୁଗୁଡା ବିମାନବନ୍ଦରରେ ଇନଷ୍ଟୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍-LS ଲଗାଯିବ । ରନ୍ ୱେରେ ଆଏଲଏସ…
Read More...

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍‌,…
Read More...