Breaking

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’ କିମ୍ବା ବାପା ଶିଶୁ ପାଖରେ ଶୋଇଥାନ୍ତି। ତେବେ ଭାରତୀୟ ପରିବାରରେ ଏହା ଏକ ସାଧାରଣ କଥା, ଯାହା ନିୟମିତ ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି କି ନବଜାତ…
Read More...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଆଉ ଏହାର କଲେକ୍ସନ୍‌ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ କେବଳ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ କରିଥିବା ବେଳେ ଏବେ ଏହି ରେସ୍‌ରେ…
Read More...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ପ୍ରତିବର୍ଷ ଜେଲି ଫିଶ୍‌ ଦଂଶନରେ ଲୋକଙ୍କର ମୃତ୍ୟୁ ଘଟିଥାଏ। ସମୁଦ୍ର କୂଳରେ ଜେଲି ଫିଶ୍‌ ଜମା ହେବାରୁ…
Read More...

୧୪ ବର୍ଷରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ; ୨୮ ଶହ କୋଟି ଖର୍ଚ୍ଚ ପରେ ବି ମାୟାନଗରୀ ବର୍ଷାରେ ହେଉଛି ଉବୁଟୁବୁ

ମୁମ୍ବାଇ,୭।୭: ମୌସୁମୀକୁ ଦେଶସାରା ଅପେକ୍ଷା କରୁଥିବାବେଳେ ଏହାକୁ ନେଇ ମାୟାନଗରୀ ମୁମ୍ବାଇର ଲୋକେ ଭୟ କରିଥାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିରେ ଏହି ସହର ଉବୁଟୁବୁ ହୋଇଥାଏ। ଗତ ୧୪ ବର୍ଷ ମଧ୍ୟରେ ଏହା ଯୋଗୁ ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୦୫ ଜୁଲାଇ ୨୬ରେ ପ୍ରବଳ…
Read More...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ ବଞ୍ଚିତ ନ କରାଇବା ପାଇଁ କମଲନାଥ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଏହି…
Read More...

ବର୍ଜ୍ୟବସ୍ତୁ ଜମା କଲେ ମିଳିବ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିନ୍‌ ପୁରସ୍କାର

ରୁଦ୍ରପ୍ରୟାଗ,୭।୭: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ସ୍ବଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ ମଙ୍ଗେଶ୍‌ ଘିଲ୍ଡିୟାଲ୍‌ ବର୍ଜ୍ୟବସ୍ତୁ ଜମା କରୁଥିବା ଲୋକଙ୍କୁ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିିନ୍‌ ଆଦି…
Read More...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡରେ ଥିବା ଧୋନୀ ନିଜର ସହ-ଖେଳାଳି, ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭା ସହ ଜନ୍ମଦିନ ପାର୍ଟି କରିଛନ୍ତି। ଶ୍ରୀଲଙ୍କା…
Read More...

ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ

ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର ମ୍ୟୁନିସିପାଲ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏବେ ଭିକାରିମାନଙ୍କୁ ଚିହ୍ନଟ କରିବାକୁ ଏକ…
Read More...

ବିଜେପିରେ ଯୋଗ ଦେଲେ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ନିଜର ବୋଲ୍ଡ ଏବଂ ବିନ୍ଦାସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି।ଦିଲ୍ଲୀ ଜବାହାର ଲାଲ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦେଇଛନ୍ତି।ଏହି ସମୟରେ ମଧ୍ୟ…
Read More...

ମିଳିଲା ନୂଆ ପ୍ରମାଣ; କରାଚୀରେ ରହୁଛି ଦାଉଦ୍‌

ନୂଆଦିଲ୍ଲୀ : ପାକିସ୍ତାନ ଯେତେ ଫାଙ୍କିଲେ ମଧ୍ୟ ପଳାତକ ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବଇ ସିରିଏଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ୍‌ ଇବ୍ରାହିମ୍‌ ସେହି ଦେଶରେ ଆତ୍ମଗୋପନ କରିଥିବାର ପ୍ରମାଣ ବାରମ୍ବାର ସାମ୍ନାକୁ ଆସୁଛି। ଦାଉଦ୍‌ ଏବେ ପାକିସ୍ତାନର ବନ୍ଦର ସହର କରାଚୀରେ ଆତ୍ମଗୋପନ…
Read More...