Breaking

ଆମେରିକାଠାରୁ ତୋପ କିଣିବ ଭାରତ

0

ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍‌ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ନିୟନ୍ତ୍ରଣ ରେଖାରେ ପ୍ରୟୋଗ ପାଇଁ ଭାରତ ଆମେରିକାଠାରୁ ତୋପ କିଣିବ ବୋଲି ସୂଚନା ମିଳିଛି। ଏହି ତୋପ ୫୦ କିମି ଦୂର ଯାଏ ନିର୍ଦ୍ଦିଷ୍ଟ ଭାବେ ଲକ୍ଷ୍ୟଭେଦ କରିପାରିବ। ଜିପିଏସ ବ୍ୟବହାର କରି ଲକ୍ଷ୍ୟ ଭେଦ କ୍ଷମତା ରଖିଛି ଏହି ତୋପ। ଆଫଗାନିସ୍ତାନରେ ଆମେରିକା ଏହାର ସଫଳ ବ୍ୟବହାର କରିସାରିଛି।

loading...

Leave A Reply

Your email address will not be published.