Breaking
Browsing Category

ରାଜ୍ୟ

ଜନ୍ମମାଟି ଅଭିମୁଖେ ସହିଦ ଯବାନଙ୍କ ପାର୍ଥିବ ଶରୀର।

ଭୂବନେଶ୍ବର:ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର। ନିଜ ନିଜ ଜନ୍ମଭୂମି ଅଭିମୁଖେ ଶରୀର। ମା ଓ ମାଟି ଅପେକ୍ଷା କରିଛନ୍ତି ସୁପୁତ୍ରଙ୍କୁ । ଗୁମୁରି ଗୁମୁରି କାନ୍ଦୁଛି ମା ଓ ଅପେକ୍ଷାରେ ସହୋଦର। ସୁରକ୍ଷା ବଳୟରେ ଦୁଇ ଯବାନଙ୍କ ଜନ୍ମମାଟି।ରାଷ୍ଟ୍ରିୟ…
Read More...

ତୁମୋ ସୁନା ଚଢ଼େଇ’ ସଫଳତା ପରେ ଏଲସାଙ୍କ ଦ୍ବିତୀୟ ଅବଦାନ

ଚନ୍ଦ୍ରଶେଖରପୁର : ବଙ୍ଗିୟ ଅଭିନେତ୍ରୀ ଏଲସା ନିକଟରେ ଓଲିଉଡ଼୍’ରେ ପାଦ ଥାପି ‘ତୁ ମୋ’ସୁନା ଚଢ଼େଇ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିବାପରେ ଏବେ ଅଣ୍ଟା କସିଛନ୍ତି ଦ୍ବିତୀୟ ଅବଦାନ ପାଇଁ। ଆଧୁନା ଫିଲ୍ମ ଆଣ୍ଡ୍ ଏଣ୍ଟର୍ ଟେମେଣ୍ଟ୍ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଡ଼୍ରିମ୍ ଗାର୍ଲ’ର ଆଜି…
Read More...

ରାଜନୈତିକ ଗୋଟି ଚାଳନା : ବଦଳିଲେ ଥାନା ଅଧିକାରୀ

ଭୁବନେଶ୍ବର :ରାଜନୈତିକ ଗୋଟି ଚାଳନା ବୋଲି ଚର୍ଚ୍ଚା ଚାଲିଛି । ନିର୍ବାଚନକୁ ଦୃଷ୍ଟି ରେ ରଖି କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳି ହୋଇଛି। ଏଡିସିପି, ଏସିପି, ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହୋଇଛି। କମିଶନରେଟ ପୋଲିସ ଅଧୀନରେ ଥିବା ମୋଟ ୨୬ଟି ଥାନାର ଆଇଆଇସି…
Read More...

ଭାଲେଣ୍ଟାଇନ୍ ଡେ କୁ ବିରୋଧ

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି । ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର…
Read More...

ଆଜି ଭାଲେଣ୍ଟାଇନ୍ ଡେ ! ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ବର(ସତ୍ୟଜିତ୍ ରାଉତ୍):ଆଜି ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ପ୍ରେମ ଆକାଶରେ ଉଡ଼ି ବୁଲୁଛନ୍ତି ପୁଞ୍ଜାପୁଞ୍ଜା ଲଭ୍‌ ବାର୍ଡ୍‌ସ। କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛିି ତ ଆଉ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି। ଜୀବନରେ ପ୍ରେମ…
Read More...

ସ୍ତ୍ରୀ ର ପରପ୍ରୀତି ହତ୍ୟା କଲା ସ୍ବାମୀ

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନ୍ୟ ଜଣେ ମୃତକଙ୍କ ନାମ ପ୍ରଦୀପ କୁମାର ଦେ ବୋଲି ଜଣାପଡିଛି ।…
Read More...

ଦିଲ୍ଲୀ : କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ :୨ ଗୁରୁତର

ଦିଲ୍ଲୀ : ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଅଗ୍ନିକାଣ୍ଡ । ୧୭ ଜଣ ମୃତ, ୨ ଗୁରୁତର । ୩୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଦିଲ୍ଲୀ କରୋଲବାଗରେ ଥିବା ହୋଟେଲ ଅର୍ପିତା ପ୍ୟାଲେସର ଉପର ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ…
Read More...

ଆଜିଠୁ ଖଣ୍ଡଗିରି କୁମ୍ଭମେଳା : ଆଧ୍ୟାତ୍ମିକତା ଓ ଆଧୁନିକତାର ମହାମିଳନ

ଖଣ୍ଡଗିରି:ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ଆରମ୍ଭ ହେଉଛି ମହାପ୍ରସିଦ୍ଧ କୁମ୍ଭମେଳା। ତେଣୁ ତପ ସାଧନ ପାଇଁ ସୋମବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମ ଯଜ୍ଞ କରିବା ପାଇଁ ସଜବାଜ ହୋଇ…
Read More...

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀ ଯୁଗଳ ଧରାପଡ଼ିଲେ ବିଛୁଆତି ବୋଳିବ କଳିଙ୍ଗ ସେନା

ଭୁବନେଶ୍ବର : ଭାଲେଣ୍ଟାଇନ ଡେରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇଦିଆଯିବ । କଳିଙ୍ଗ ସେନା ପକ୍ଷରୁ ଏହିପରି କଡା ଚେତାବନୀ ଦିଆଯାଇଛି ।ହାତରେ ବିଛୁଆତି ଧରି ପ୍ରେମ ଦିବସକୁ ହେବ ବିରୋଧ । ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ…
Read More...

କମିଶନରେଟ୍ ପୋଲିସ ପକ୍ଷରୁ ଆପୋଷ ଯୋଜନା ଉଦଘାଟିତ

ଭୁବନେଶ୍ବର: ଆପୋଷ ର ଶୁଭ ଉଦଘାଟନ ଉତ୍ସବ କମିଶନରେଟ୍ କାର୍ଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗୃହ ବିଭାଗର ଅତିରିକ୍ତ ମୂଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ…
Read More...