ଭୂବନେଶ୍ବର:ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର। ନିଜ ନିଜ ଜନ୍ମଭୂମି ଅଭିମୁଖେ ଶରୀର। ମା ଓ ମାଟି ଅପେକ୍ଷା କରିଛନ୍ତି ସୁପୁତ୍ରଙ୍କୁ । ଗୁମୁରି ଗୁମୁରି କାନ୍ଦୁଛି ମା ଓ ଅପେକ୍ଷାରେ ସହୋଦର। ସୁରକ୍ଷା ବଳୟରେ ଦୁଇ ଯବାନଙ୍କ ଜନ୍ମମାଟି।ରାଷ୍ଟ୍ରିୟ ମର୍ଯଦା ସହ ହେବେ ପଞ୍ଚଭୂତରେ ଲୀନ। ସେପଟେ ରାଜ୍ୟ ସରକାର ଅନୁକମ୍ପା ରାଶି ଦଶ ଲକ୍ଷରୁ ପଚିଷ ଲକ୍ଷକୁ ବୃଦ୍ଧି କରିଛନ୍ତି। କଡା ସମାଲୋଚନା ସହ କେନ୍ଦ୍ର ସରକାର ସର୍ବଦଳିୟ ବୈଠକ ଡାକି ଆକ୍ରମଣକାରିଙ୍କୁ ଜବାବ୍ ଦେବାକୁ କରୁଛନ୍ତି ରଣନୀତି। ଅପେକ୍ଷା କଣ ରହିବ ଆଭିମୁଖ୍ୟ।
Breaking
ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ରରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing League