Breaking
Browsing Category

ରାଜ୍ୟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ହୃଦ୍‌ଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁଯାୟୀ ତାଙ୍କର…
Read More...

ବିଏମ୍ ସି ସଫେଇ କର୍ମଚାରୀଙ୍କୁ ସମ୍ବର୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଟିମ୍ ପ୍ରକାଶ_ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ…
Read More...

କାଲି ଠାରୁ ଗଡିବ ମୋବସ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ ଓ ଏହି ୭ଟି ରୁଟରେ…
Read More...

ନିରନ୍ତର ସେବାରେ ‘ରେଡ୍‌ ସ୍ବସ୍ତିକ୍’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀ ସମୟରେ ସାରା ସମାଜ ଶୁପ୍ତ ଥିବାବେଳେ ସମାଜର ସୁରକ୍ଷାରେ ପୋଲିସ୍ ବାହିନୀ ସଦାଜାଗ୍ରତ।ସଂକ୍ରମଣକୁ ଭୟ ନକରି ସେମାନେ ସେବା ଯୋଗାଇ ଆସୁଛନ୍ତି। ସେହି ଯୋଦ୍ଦାଙ୍କ ସୁରକ୍ଷା ନିମିତ୍ତ ରେଡ୍ ସ୍ବସ୍ତିକ୍ ଓଡିଶା ଶାଖା ପକ୍ଷରୁ କମିସନରେଟ୍…
Read More...

ରାଜ୍ୟରେ ହଜାରେ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ…
Read More...

ତାଣ୍ଡବ ରଚୁଛି ଅମ୍ପାନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ତାଣ୍ଡବ ରଚିବାରେ ଲାଗିଛି ବାତ୍ୟା। ବାଥ୍ୟା ଅମ୍ଫାନ୍ ରାତି ସାଢ଼େ ଆଠଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବାର ଥିଲା । କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ…
Read More...

ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।ଏହିପରି ସ୍ଥିତିରେ ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ।ଭୁବନେଶ୍ୱର ଭି.ଏସ୍.ଏସ୍…
Read More...

ତେଲ ଉପରେ ବଢିଲା ଭାଟ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର । ପେଟ୍ରୋଲ ଉପରେ ୨୬%ରୁ ୩୨%କୁ ଭାଟ୍ ଦର ବୃଦ୍ଧି କରିଛନ୍ତି । ଏହା ପରେ ପଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୧୧ ପଇସା ବୃଦ୍ଧି ଘଟିଛି । ୧୭ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏହା…
Read More...

ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ପୁଣି ବଢିଲା କରୋନାଗ୍ରାଫ୍‌ । ଏବେ ବଲାଙ୍ଗୀରରୁ ଚିହ୍ନଟ ହେଲେ ଦୁଇ ନୂଆ ଅକ୍ରାନ୍ତ । ଦୁହେଁ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବାରୁ ସଂକ୍ରମଣର ଭୟ ନଥିବା…
Read More...

ମାଡି ଆସୁଛି ବାତ୍ୟା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱବର୍ତି ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହେଉଛି । ଆଜି ଏହି ଲଘୁଚାପ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ଆସନ୍ତାକାଲି ଏହା ସାମୁଦ୍ରିକ ଝଡର ରୂପ…
Read More...