Breaking

ବିଏମ୍ ସି ସଫେଇ କର୍ମଚାରୀଙ୍କୁ ସମ୍ବର୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଟିମ୍ ପ୍ରକାଶ_ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ୬୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ମାସ୍କ ,ସାବୁନ୍ ଦେଇ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ସଚେତତା କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ( ଅଟା,ଚୁଡ଼ା, ଚିନି,କଦଳୀ, ବିସ୍କୁଟ, ଶୋୟାବଡ଼ି, ପାଉଁରୁଟି, ଇପି ନୁଡଲସ୍, ହରଡ ଡାଲି, ) ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମକୁ ଯୁବନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ଓ ସୌମ୍ୟ ରଞ୍ଜନ, ଦୀପକ ନାୟକ, ସାମ୍ବାଦିକ ସରୋଜ, କମଳାକାନ୍ତ, ରାଜୀବ ନାରାୟଣ,ସର୍ବଜିତସାହୁ , ନଳିନୀକାନ୍ତ, ଅନନ୍ତ, ସନ୍ତୋଷ, ଶିବନ, ସୁଶାନ୍ତ ମୁଦୁଲି, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ସ୍ମିତା ସିଂ, ଇସା ମହାନ୍ତି, ଦ୍ରୌପଦୀ ଦେବୀ, ଶୁଭଶ୍ରୀ ବସନ୍ତାରା, ସ୍ନେହଲତା ମୁଦୁଲି ପରିଚାଳନା କରିଥିଲେ। କର୍ମଚାରୀଙ୍କୁ ସମ୍ବର୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ଟିମ୍ ପ୍ରକାଶ_ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ୬୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ମାସ୍କ ,ସାବୁନ୍ ଦେଇ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ସଚେତତା କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ( ଅଟା,ଚୁଡ଼ା, ଚିନି,କଦଳୀ, ବିସ୍କୁଟ, ଶୋୟାବଡ଼ି, ପାଉଁରୁଟି, ଇପି ନୁଡଲସ୍, ହରଡ ଡାଲି, ) ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମକୁ ଯୁବନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ଓ ସୌମ୍ୟ ରଞ୍ଜନ, ଦୀପକ ନାୟକ, ସାମ୍ବାଦିକ ସରୋଜ, କମଳାକାନ୍ତ, ରାଜୀବ ନାରାୟଣ,ସର୍ବଜିତସାହୁ , ନଳିନୀକାନ୍ତ, ଅନନ୍ତ, ସନ୍ତୋଷ, ଶିବନ, ସୁଶାନ୍ତ ମୁଦୁଲି, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ସ୍ମିତା ସିଂ, ଇସା ମହାନ୍ତି, ଦ୍ରୌପଦୀ ଦେବୀ, ଶୁଭଶ୍ରୀ ବସନ୍ତାରା, ସ୍ନେହଲତା ମୁଦୁଲି ପରିଚାଳନା କରିଥିଲେ।

loading...

Leave A Reply

Your email address will not be published.