Breaking
Browsing Category

ରାଜ୍ୟ

ମାର୍କେଟ୍ ବିଲ୍ଡିଂ ସିଲ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରଜ ବଜାରରେ ମାର୍କେଟିଂ ରେ ବ୍ୟସ୍ତସମସ୍ତେ । ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହେଉଛି ଅସମ୍ଭବ ଜନଗହଳି। ମାର୍କେଟ୍ ବିଲ୍ଡିଂ ବି ସେଥିରୁ ପଡିନି ବାଦ୍। ପ୍ରବଳ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । କରୋନା…
Read More...

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ଯେଉଁ ମାନଙ୍କୁ ସମଗ୍ର…
Read More...

ନବୀନଙ୍କ ହାତରେ ନିଷ୍ପତ୍ତି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିନା ଭକ୍ତରେ ହେଲା ସ୍ନାନଯାତ୍ରା। ଏବେ ରଥଯାତ୍ରା ଉପରେ ନଜର । ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା…
Read More...

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ ପ୍ରକାଶ ତ୍ରିପାଠୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଜେମା ଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା…
Read More...

ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ଆନୁକୂଲ୍ୟରେ ଶ୍ରୀ ଚେତନ କୁମାର ମହାପାତ୍ର (ଜିଲ୍ଲା ସଭାପତି) ଙ୍କ ପ୍ରଚେଷ୍ଟା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ।ବର୍ତ୍ତମାନ କରୋନା ଭଳି ମହାମାରୀ ପରିସ୍ଥିତି ରେ ରାଜ୍ୟରେ ରକ୍ତର ଘୋର ଅଭାବ ରହିଛି । ଏହି ଅଭାବକୁ…
Read More...

ବିକ୍ଷୋଭ ପରେ ବଦଳିଲା ପରୀକ୍ଷା ତାରିଖ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ନେଇ ସମଗ୍ର ମାନବ ସମାଜ ଚିନ୍ତାଗ୍ରସ୍ତ ଥିବାବେଳେ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ଥ। ସରକାରୀ କଟକଣା ଭିତରେ ସ୍ଥିର ହୋଇଛି ପରୀକ୍ଷା ତାରୀଖ ଯାହା ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ବିଗତ କିଛି ଦିନ ହେବ ରମାଦେବୀ ମହିଳା…
Read More...

ଜବାନଙ୍କୁ କରୋନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥି ବା ବେଳେ ସୋମବାର ପୁଣି ୪୯…
Read More...

ଟାର୍ଗେଟରେ ନବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି ମାସ୍କ କିଣାକୁ ନେଇ ଟାର୍ଗେଟରେ ସ୍ବାସ୍ଥ୍ୟମନ୍ତ୍ରୀ। ବିରୋଧୀ ଏ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟ…
Read More...

ସମସ୍ତେ ଗାଇବେ ମାତୃ ବନ୍ଦନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେଇଛି ରାଜ୍ୟ କ୍ୟାବିନେଟ୍ । ଦିର୍ଘ ଦିନର ସଂଗ୍ରାମ, ସଂଘର୍ଷ ଓ ଦାବି ଭିତରେ ଶେଷରେ ଓଡିଆ ଜାତିର ସଙ୍ଗୀତକୁ ମିଳିଛି ରାଜ୍ୟ…
Read More...

ଆଜି ବସିବ ରାଜ୍ୟ କ୍ୟାବିନେଟ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ଦିନ ୧ଟା ୩୦ରେ ଲୋକସେବା ଭବନରେ ଏହି ବୈଠକ ବସିବା ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। କ୍ୟାବିନେଟ୍‌…
Read More...