Breaking

ଜବାନଙ୍କୁ କରୋନା

ଉଦ୍ଦାର କରିବାକୁ ଯାଇ କରୋନା ନେଇ ଫେରିଲେ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥି ବା ବେଳେ ସୋମବାର ପୁଣି ୪୯ ଜଣଙ୍କର କରୋନା ପଜିଟିଭ ଆସିଛି । ଓଡିଶାରୁ ଏନ୍‌ଡିଆର୍‌ଏଫ୍‌ ର ୧୭୭ ଜଣ ଯବାନ ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ୧୭୭ ଜଣ ଯବାନଙ୍କର କୋଭିଡ ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କର ଜଣଙ୍କର କୋଭିଡ ପଜିଟିଭ ଥିବା ରିପୋର୍ଟ ଆସିଥିଲା । ପରେ ସୋମବାର ଅନ୍ୟ ୪୯ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।

loading...

Leave A Reply

Your email address will not be published.