Breaking

ଭିଜିଲାନ୍ସ ଜାଲରେ ମ୍ୟାଡାମ୍

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ନିଜ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ।ଚାଷ ଜମିକୁ ଘର ବାଡ଼ିରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ହେଉଥିବା ଏକ ଅର୍ଡ଼ରକୁ ପାସ କରାଇ ଦେବା ପାଇଁ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଆଜି ସେ ଧରାପଡିଗଲେ ଭିଜିଲାନ୍ସ ଟିମ ହାତରେ । ଗୁରୁତ୍ୱ ପୂର୍ଣ କଥା ହେଲା ଲାଞ୍ଚ ନେବା ବେଳେ ନିଜେ ଯେପରି ଧରା ନ ପଡ଼ିବେ ସେଥି ପାଇ ତହସିଲଦାର ରଶ୍ମିରେଖା ପ୍ରଧାନ ନିଜ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କରିଥିଲେ ମୋହରା । ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ହେଉଥିଲା ଲାଞ୍ଚ କରିବାର । ଦୁଇ ଜଣ ଥିଲେ ସ୍କାନରରେ।ଆଜି ଭିଜିଲାନ୍ସର ପଞ୍ଝାରେ ପଡିଲେ ଦୁଇ ଦୁର୍ନୀତିଗ୍ରସ୍ତ।

loading...

Leave A Reply

Your email address will not be published.