Breaking

ଟାର୍ଗେଟରେ ନବ

ପ୍ରଶ୍ନବାଣରେ ଘାଇଲା କଲେ ବିରୋଧୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି ମାସ୍କ କିଣାକୁ ନେଇ ଟାର୍ଗେଟରେ ସ୍ବାସ୍ଥ୍ୟମନ୍ତ୍ରୀ। ବିରୋଧୀ ଏ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟ ସରକାର ମାସ୍କକୁ ୧୬ ଟଙ୍କାରେ କିଣିଥିବାବେଳେ ଅନ୍ୟ ରାଜ୍ୟ ଏହାକୁ ଆହୁରି କମ ଦରରେ କଣିଛନ୍ତି । ତେବେ ମାସ୍କ କିଣାରେ ଦୁର୍ନୀତିକୁ ନେଇ ଆଜି ବିରୋଧୀ ସରକାରଙ୍କୁ ଘେରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ ମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛି ।

loading...

Leave A Reply

Your email address will not be published.