Breaking
Browsing Category

ରାଜ୍ୟ

ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର

ଦିଗପହଣ୍ଡି :ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ ସାହୁ ଏବଂ ପିପୁଲ ଫର ଅନିମଲସ ସଦସ୍ୟ ସମୀରକାନ୍ତ ତ୍ରିପାଠୀ ଦ୍ୱାରା ଡୁରା ସାନ ସାହିର ଜିତେନ୍ଦ୍ର କୁମାର ନାୟକଙ୍କ ଘରୁ ଏକ ନାଗ ସାପ ଉଦ୍ଧାର କର ଯାଇଛି ।ସେଇପରି ପାଣିଗ୍ରାହୀ ସହିରୁ ଏକ ଓ଼ଲ୍ଫ ସ୍ନେକ ଉଦ୍ଧାର କରାଯାଇଛି । ପରେ ଏଇ ଦୁଇଟି…
Read More...

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଏହି ଅଧିବେଶନରେ ଆଗତ ହେବ। ୧୧ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ…
Read More...

ଫକୀର ମୋହନ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବହୁ ପ୍ରତୀକ୍ଷିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ଏହି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଏହି…
Read More...

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ଗିରଫ

ଭୁବନେଶ୍ୱର :ସିସୋର ଚିଟଫଣ୍ଡ ଠକେଇର ବହୁ ଚର୍ଚ୍ଚିତ ଚେହେରା ତଥା ଅଭିଯୁକ୍ତ ଶୁଭଙ୍କର ନାୟକକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ…
Read More...

ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ

ଭୁବନେଶ୍ୱର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ଏହି ମହାବଳ ବାଘକୁ ୮ ବର୍ଷ ବୟସ ହେଉଥିଲା। ମହାବଳ ବାଘଟି ଅସୁସ୍ଥ ହେବାରୁ ତାକୁ ନନ୍ଦନକାନନ ମେଡିକାଲରେ ଚିକିତ୍ସା କରାଯାଉଥିଲା । ବାଘଟି ଗତ ୬ ମାସ ଧରି ବ୍ଲଡ୍‌ ଡ୍ରୋଟୋଜୋନ ରୋଗରେ ଆକ୍ରାନ୍ତ…
Read More...

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜୀବନ

ରାୟଗଡ଼ା : ଶ୍ୱାସରୁଦ୍ଧ ହୋଇ ଗଲା ଜୀବନ। ପାଇଖାନା ଟାଙ୍କିରେ ପଡି ୫ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ବିଷମକଟକ ବ୍ଲକ ଦୁର୍ଗି ପାଇକସାହିରେ ଏହି ଅଘଟଣ ଘଟିଛି । ପ୍ରଥମେ ଟାଙ୍କିରୁ ପାଣି କାଢିବାକୁ ଯାଇ ଜଣେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି ।…
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ ! ସାରା ଦେଶରେ କୃଷ୍ଣମୟ ପରିବେଶ

ଭୁବନେଶ୍ୱର : ଆଜି ପବିତ୍ର ଜନ୍ମାଷ୍ଟମୀ ।ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯିବ କୃଷ୍ଣ ଜନ୍ମ । ସାରା ରାଜ୍ୟ ଉତ୍ସବ ମୁଖର । ଚଳଚଞ୍ଚଳ ବିଭିନ୍ନ ମନ୍ଦିର । ଭଗବାନ କୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମଥୁରା, ବୃନ୍ଦାବନ,…
Read More...

ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଭୁବନେଶ୍ୱର :ଶୈଳଶ୍ରୀ ବିହାରସ୍ଥିତ ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଖୁବ ଧୁମ ଧାମରେ ପାଳିତ ହୋଇଯାଇଛି । ଏଇ ଉତ୍ସବରେ ଛୋଟ ଛୋଟ ପୁଅଝିଅମାନେ ରାଧା,କୃଷ୍ଣ,ଗୋପାଳ ଓ ଗୋପାଳୁଣୀ ବେଶରେ ନିଜକୁ ସଜାଇ ଖୁବ ଚିତାକର୍ଷକ ପରିବେଶ ସୃଷ୍ଟି କରିଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ…
Read More...