Breaking

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜୀବନ

0

ରାୟଗଡ଼ା : ଶ୍ୱାସରୁଦ୍ଧ ହୋଇ ଗଲା ଜୀବନ। ପାଇଖାନା ଟାଙ୍କିରେ ପଡି ୫ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ବିଷମକଟକ ବ୍ଲକ ଦୁର୍ଗି ପାଇକସାହିରେ ଏହି ଅଘଟଣ ଘଟିଛି । ପ୍ରଥମେ ଟାଙ୍କିରୁ ପାଣି କାଢିବାକୁ ଯାଇ ଜଣେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରିଥିବା ସୂଚନା ମିଳିଛି ।

loading...

Leave A Reply

Your email address will not be published.