Breaking

ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର

0

ଦିଗପହଣ୍ଡି :ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ ସାହୁ ଏବଂ ପିପୁଲ ଫର ଅନିମଲସ ସଦସ୍ୟ ସମୀରକାନ୍ତ ତ୍ରିପାଠୀ ଦ୍ୱାରା ଡୁରା ସାନ ସାହିର ଜିତେନ୍ଦ୍ର କୁମାର ନାୟକଙ୍କ ଘରୁ ଏକ ନାଗ ସାପ ଉଦ୍ଧାର କର ଯାଇଛି ।ସେଇପରି ପାଣିଗ୍ରାହୀ ସହିରୁ ଏକ ଓ଼ଲ୍ଫ ସ୍ନେକ ଉଦ୍ଧାର କରାଯାଇଛି । ପରେ ଏଇ ଦୁଇଟି ସାପକୁ ପାଖ ଜଙ୍ଗଲରେ ଛଡା ଯାଇଛି ।

loading...

Leave A Reply

Your email address will not be published.