Breaking

ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ

0

ଭୁବନେଶ୍ୱର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ଏହି ମହାବଳ ବାଘକୁ ୮ ବର୍ଷ ବୟସ ହେଉଥିଲା। ମହାବଳ ବାଘଟି ଅସୁସ୍ଥ ହେବାରୁ ତାକୁ ନନ୍ଦନକାନନ ମେଡିକାଲରେ ଚିକିତ୍ସା କରାଯାଉଥିଲା । ବାଘଟି ଗତ ୬ ମାସ ଧରି ବ୍ଲଡ୍‌ ଡ୍ରୋଟୋଜୋନ ରୋଗରେ ଆକ୍ରାନ୍ତ ଥିଲା।ମାତ୍ର ଚିକିତ୍ସକମାନେ ବହୁ ଉଦ୍ୟମ କରି ମଧ୍ୟ ମନୀଷକୁ ବଞ୍ଚାଇ ପାରି ନାହାନ୍ତି।ମନୀଷର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ଆଉ ୧୦ ବାଘ, ୧୪ ବାଘୁଣୀ ଅଛନ୍ତି ।

loading...

Leave A Reply

Your email address will not be published.