Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
ଜନ୍ମମାଟିରେ ପହଁଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ମରଶରୀର
ବଲାଙ୍ଗିର: ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର। ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାରେ ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ବୀର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ।ଗତକାଲି ଦାନ୍ତେଓ୍ଵାଡା…
Read More...
Read More...
ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼
ଭୁବନେଶ୍ବର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଓମେଫଡ ସ୍ଥିତ ରେଲେଓ୍ଵ ଗ୍ରାଉଣ୍ଡରୁ ରେଲେଓ୍ଵ ଅଡିଟୋରିୟମ ଯାଏ ଏକ ଭାରତ, ଶ୍ରେଷ୍ଠ ଭାରତର…
Read More...
Read More...
ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ
ଭୁବନେଶ୍ୱର:ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଭୁବନେଶ୍ୱର କ୍ରାଉନ୍ ହୋଟେଲ ନିକଟରେ ଏହି ବନ୍ଦ ପାଳନ…
Read More...
Read More...
ଦୁର୍ଘଟଣାରେ ଜଳିଗଲା ବାଇକ୍ , ୩ ମୃତ
ଗଜପତି : ପାରଳାଖେମୁଣ୍ଡିରେ କାର ଓ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କାରଟି ବାଇକକୁ ସାମନାରୁ ଧକ୍କା ଦେଇଥିଲା । ଏଥିରେ ବାଇକଟି ଜଳି ଯାଇଥିଲା । ବାଇକରେ ଥିବା ଦୁଇ ଜଣ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏଥିସହ କାରଟି ଜଣେ ପଥଚାରୀଙ୍କ ଉପରକୁୁ ମାଡି ଯାଇଥିଲା । ଫଳରେ…
Read More...
Read More...
ୱିସ୍ ଅନୁଷ୍ଠାନ ପକ୍ଷରୁ ବୃଦ୍ଧବୃଦ୍ଧା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ
ଭୁବନେଶ୍ବର :ଦୀପାବଳି ଉପଲକ୍ଷେ ଟଙ୍କପାଣି ରୋଡ଼ ସ୍ଥିତ ଆନନ୍ଦ ବୃଦ୍ଧାଶ୍ରମରେ ଓ୍ବିସ ଫାଉଣ୍ଡେସନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମରେ ଥିବା ୩୫ ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ଫାଉଣ୍ଡେସନ ତରଫରୁ ଖାଦ୍ୟ ଦିଆ ଯାଇଥିଲା। ଏଥିସହ ସେମାନଙ୍କୁ ବସ୍ତ୍ର ସହ ଆବଶ୍ୟକ ସାମଗ୍ରୀ…
Read More...
Read More...
ଆସୁଛନ୍ତି ଗଜଲକ୍ଷ୍ମୀ : ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର
ଢେଙ୍କାନାଳ: ଚାଲିଛି ପାର୍ବଣ ଋତୁ। ଦୁର୍ଗାପୂଜା ପରେ ଏବେ ଆସୁଛି ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଢେଙ୍କାନାଳ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସିବ ସାରା ସହର। ଏବେ ଜୋରସୋରରେ ଚାଲିଛି ତୋରଣ ଓ ମୂର୍ତ୍ତି କାମ।
ଚଳିତବର୍ଷ ୪୦ଟି ମଣ୍ଡପରେ ପୂଜା ପାଇବେ ମା’…
Read More...
Read More...
କଟକ-ପୁରୀ ବାଇପାସ୍ ରାସ୍ତାରେ ଓଲଟି ପଡ଼ିଲା ମିନି ବସ୍,୧୮ ଆହତ
ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ କଟକ-ପୁରୀ ବାଇପାସ୍ ରାସ୍ତାର ଶିଶୁପାଳଗଡ଼ ମହୋତ୍ସବ ପଡ଼ିଆ ନିକଟରେ ଏକ ସିଟି ରାଇଡ୍ ବସ୍ ଓଲଟି ପଡ଼ିବାରୁ ସେଥିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
Read More...
Read More...
ବିଧାୟକଙ୍କ ପ୍ରତି ଅଭିଜିତଙ୍କ ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ : ବିଧାନସଭାରେ ହାଜର ହେଲେ ଅଭିଜିତ ଆୟାର ମିତ୍ର
ଭୁବନେଶ୍ୱର: ଭୁବନେଶ୍ୱରରେ ଅଭିଜିତ ଆୟର ମିତ୍ର । ଗତକାଲି ରାତିରୁ ସେ ଆସି ପହଞ୍ଚିଛନ୍ତି। ଆଜି ଗୃହ କମିଟି ଆଗରେ ସେ ହାଜର ହୋଇଛନ୍ତି । କାରଣ ଗୃହ କମିଟିରେ ୨୩ ତାରିଖ ଅର୍ଥାତ୍ ଆଜି ହାଜର ପାଇଁ ତାଙ୍କୁ ନୋଟିସ ହୋଇଥିଲା ।ଅଭିଜିତ କୋଣାର୍କ ମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଓ ବିଧାୟକଂକ…
Read More...
Read More...
ଆସନ୍ତାକାଲି ମେଲାଣି ନେବେ ମା’ ଦୁର୍ଗା : କୂଆଖାଇ ଓ ଦୟାରେ ଅସ୍ଥାୟୀ ପୋଖରୀ
ଭୁବନେଶ୍ୱର: ଆସନ୍ତାକାଲି ମେଲାଣି ନେବେ ମାଆ ଦୁର୍ଗା। ମାଆଙ୍କ ଭସାଣ ପାଇଁ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି। ଏଥିପାଇଁ ଦ୍ୱୈତ ନଗରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ପାଇଁ ୩୦ ପ୍ଲାଟୁନ୍, ଟ୍ରାଫିକ୍ ପାଇଁ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ…
Read More...
Read More...
ଜଳିଲା ପାପର ‘ରାବଣ’ ! ରାଜଧାନୀରେ ରାବଣ ପୋଡ଼ି ସଂପନ୍ନ
ଭୁବନେଶ୍ୱର : ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ୱରୂପ ପରମ୍ପରା ଅନୁଯାୟୀ ଆଜି ରାବଣ ପୋଡ଼ି ଉତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଉତ୍ସବକୁ ସାମାନ୍ୟ ଫିକା କରିଦେଇଛି। ତଥାପି ରାବଣ ପୋଡି…
Read More...
Read More...