Breaking
Tata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: Kotak
Browsing Category
ଅପରାଧ
ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର
ଭୁବନେଶ୍ୱର:ରାଜଧାନୀସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ମୃତ ଛାତ୍ର ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଦିବସ ବେହେରା ବୋଲି ଜଣାପଡ଼ିଛି ।…
Read More...
Read More...
ମହିଳା ଦେଖାଇଲେ ସାହାସିକତା : ଛୁରୀ ସହିତ ଖେଳି କାବୁ କଲେ ଲୁଟେରାକୁ
ଭୁବନେଶ୍ୱର: ମାନିବାକୁ ପଡିବ ମହିଳାଙ୍କୁ । ଲୁଟେରା ତାଙ୍କୁ ମାଡ଼ ମାରି ଲୁଟ ଉଦ୍ୟମ କରୁଥିବା ବେଳେ ସାହସ ଦେଖାଇ ମହିଳା ଜଣଙ୍କ ତାଙ୍କୁ କାବୁ କରି ନେଇଥିଲେ। ମହିଳାଙ୍କ ଏଭଳି ସାହସ ପାଇଁ ଅନେକ ଲୋକେ ପ୍ରଶଂସା କରିଛନ୍ତି। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟ ବିହାର ରେ…
Read More...
Read More...
ସ୍ତ୍ରୀ ର ପରପ୍ରୀତି ହତ୍ୟା କଲା ସ୍ବାମୀ
ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।
ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନ୍ୟ ଜଣେ ମୃତକଙ୍କ ନାମ ପ୍ରଦୀପ କୁମାର ଦେ ବୋଲି ଜଣାପଡିଛି ।…
Read More...
Read More...
ଅବକାରୀ ବିଭାଗ ଧରିଲା ୧୦ ଲକ୍ଷର ଧଳା ଜହର
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ବିଭାଗ ସୋମବାର ଦିନ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଅବକାରୀ ବିଭାଗ କ୍ଷୀରୋଦ ସାହୁ ନାମକ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି ।
ମିଳିଥିବା…
Read More...
Read More...
ମଦୁଆ ବାପାର ଚାଖଣ ନିଶା ପାଇଁ ଚାଲିଗଲା ଦୁଇ ଝିଅଙ୍କ ଜୀବନ
ଭୁବନେଶ୍ବର :ମଦ୍ଯପ ବାପର ଚାଖଣ ନିଶା ପାଇଁ ଅକାଳରେ ଚାଲିଗଲା ଦୁଇ ଝିଅଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଲକ୍ଷ୍ମୀଧର ଦାଶ ମଦ ପିଇ ଆଜି ଘରକୁ ମାଛ ଆଣିଥିଲେ ରୋଷେଇ ପାଇଁ । ସରସ୍ବତୀ ପୂଜା ଓ ଗାଁରେ ଅଷ୍ଟପ୍ରହରୀ ଚାଲିଥିବାରୁ ତାଙ୍କ ସ୍ତ୍ରୀ…
Read More...
Read More...
ବସ୍ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ
ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି।ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି।ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା ।…
Read More...
Read More...
ଆସିଲା ଓଲିଉଡ ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ
କଟକ : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ। ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଗତକାଲି ନିକିତା ମୃତ୍ୟୁ ମାମଲାରେ ଗିରଫ ସ୍ୱାମୀ ଲିପନଙ୍କୁ…
Read More...
Read More...
ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ : ଦୁର୍ବୃତ୍ତଙ୍କ ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ
କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ।
ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ।…
Read More...
Read More...
ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଚାପୁଡ଼ା ମାରିଲା ଦୁର୍ବୃତ୍ତ
ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ।କାଶୀପୁରରେ ଆକ୍ରମଣ ନେଇ ଖାରବେଳ ସ୍ଵାଇଁ ନିଜର…
Read More...
Read More...
ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ମାଲିକଙ୍କୁ ଗୁଳିମାଡ
ଭୁବନେଶ୍ୱର : ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୁଳିମାଡ ହୋଇଥିବା ଜଣା ପଡିଛି। ଏଥିରେ ଜଣେ ବସ ମାଲିକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ପ୍ରୀତମ ଜେନାମଣି। ତାଙ୍କର ଡାହାଣ ହାତରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
Read More...
Read More...