Breaking News

ବସ୍‌ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ

0

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି।ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି।ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା । ଦୁଇଟି ଯାକ ବସ୍ କୁ ସିଜ୍ କରାଯାଇଛି । ଏତେ ପରିମାଣର ମୁଦ୍ରା କିଏ ଏବଂ କାହିଁକି ନେଉଥିଲା ତାର ଛାନଭିନ କରୁଛି କେନ୍ଦ୍ରୀୟ ଜିଏସଟି ବିଭାଗ ।

Leave A Reply

Your email address will not be published.