Breaking

ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ମାଲିକଙ୍କୁ ଗୁଳିମାଡ

0

ଭୁବନେଶ୍ୱର : ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୁଳିମାଡ ହୋଇଥିବା ଜଣା ପଡିଛି। ଏଥିରେ ଜଣେ ବସ ମାଲିକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ପ୍ରୀତମ ଜେନାମଣି। ତାଙ୍କର ଡାହାଣ ହାତରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିମାଡ କରି ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି।ବସ୍‌ ଟେଣ୍ଡର୍‌କୁ ନେଇ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।

loading...

Leave A Reply

Your email address will not be published.